ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଆଇଇଟି ବିଶ୍ବବିଦ୍ୟାଳୟରେ କଳାହାଣ୍ଡି ର ଯୁବନେତା ସମ୍ମାନିତ

ଭବାନୀ ପାଟଣା :୦୯/୦୧- (ମ.ନି.ସ):- ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥିତ ଜିଆଇଇଟି ବିଶ୍ବବିଦ୍ୟାଳୟ ର ଉଡ୍ଡ।ନ ଫେଷ୍ଟ ଏସ୍ଏମ୍ ଏସ୍ ୨୦୨୩ ର ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ର ଯୁବନେତା ନିଲ ସିଂହଦେଓ ଯୋଗଦାନ କରି ତାଙ୍କର ଗବେଷଣା ମୂଳକ ନିବନ୍ଧ ବ୍ଯକ୍ତବ୍ଯ  ମାଧ୍ୟମ ରେ ଉପସ୍ଥାନ କରିଥିଲେ  । ଏହି ପରିପ୍ରେକ୍ଷି ରେ ତାଙ୍କୁ ଉକ୍ତ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ସ୍କୁଲ ଏବଂ ମେନେଜ୍ମମେଣ୍ଟ ଷ୍ଟୁଡିସ୍ ତରଫରୁ ଉଦୟମାନ ଯୁବନେତା ଉଡ୍ଡ।ନ ଆଓ୍ବାର୍ଡ (UDAAN Award) ୨୦୨୩ ଆଓ୍ବାର୍ଡ ରେ ସମ୍ମାନିତ କରାଯାଇଥିଲା । ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ରେ ଆନନ୍ଦର ଲହରୀ ଖେଳିଯାଇଛି। ଏହା ଭବିଷ୍ୟତ ରେ ଯୁବପିଢ଼ି ଙ୍କୁ ଉତ୍ସାହ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଥିବା ଜଣାପଡିଛି।

କିଶନ ଶର୍ମା, ଭବାନୀ ପାଟଣା 

Related posts

ନୂଆପଡା ଜିଲ୍ଳାରେ ଖରିଫ ଧାନ ସଂଗ୍ରହ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

ବିଧାୟକଙ୍କ ନେତୃତ୍ବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ଡୁଡୁକାଠେଙ୍ଗା ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର, ଅନୁପସ୍ଥିତ ଅନେକ ବିଭାଗର ଅଧିକାରୀ

Leave a Comment

error: Content is protected !!