ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ଜାଲରେ ଖଡ଼ିଆଲ ବିଡ଼ିଓ

ନୂଆପଡା // ନୂଆପଡା ଜିଲ୍ଲା ଖଡ଼ିଆଳ ବିଡିଓ ଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ । ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ ସମ୍ବଲପୁର ଭିଜିଲାନ୍ସ ଏସ୍ ପି ସାରା ଶର୍ମାଙ୍କ ନିର୍ଦେଶ କ୍ରମେ ବିଡ଼ିଓଙ୍କ ପାଞ୍ଚ ଗୋଟି ସ୍ଥାନରେ ମଙ୍ଗଳବାର ସକାଳ ପାଞ୍ଚ ଘଣ୍ଟା ସମୟରୁ ଚଢ଼ାଉ କରାଯାଇଛି ବରଗଡ଼ ଭଡା ଘର, ବଲାଙ୍ଗୀର, ଲୁଇସିଙ୍ଗା ବ୍ଲକ ପୌତ୍ରୀକ ଗ୍ରାମ କୁଶମେଲ, ଖଡ଼ିଆଳ ସରକାରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ମଙ୍ଗଳବାର ସକାଳ ପାଞ୍ଚ ଘଣ୍ଟା ସମୟରେ ବରଗଡ଼ ଭିଜିଲାନ୍ସ ଡି ଏସ ପି ସତ୍ୟବାନ ମହନନ୍ଦଙ୍କ ନେତୃତ୍ୱରେ ଦଶ ଗୋଟି ଏସାଆ ଓ ତିନିଗୋଟି ଡ଼ିଏସପି ଇଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରହିଛି ବୋଲି ଭିଜିଲାନ୍ସ ଡି ଏସ ପି ମହନନ୍ଦ ପ୍ରକାଶ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ 

Related posts

ଓଡିଶା ଛତିଶଗଡ ବନ ବିଭାଗର ମିଳିତ ଅପରେସନ , କଳାହାଣ୍ଡି ଜିଲ୍ଲାରେ ପୁଣି ଏକ କଲରାପତରିଆ ବାଘଛାଲ ଜବତ।ଡିଲ ଚାଲୁଥିବା ବେଳେ ମାଡ଼ିବସିଲା ବନ ବିଭାଗ, ଗୋଟିଏ କଲରାପତରିଆ ବାଘଛାଲ ଜବତ,୬ ଶିକାରୀ ଗିରଫ 

masiha

ଓଡିଶା ପୋଲିସ ଦ୍ୱାରା ବଡ ସାଇବର ଠକେଇ ରାକେଟର ପର୍ଦ୍ଦାଫାସ. , ମାଷ୍ଟରମାଇଣ୍ଡ ଦୁବାଇରୁ କାମ କରୁଥିଲା

masiha

ବାଲିଗୁଡ଼ା ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ ଲକ୍ଷର ସିସିଟିଭି ବ୍ୟବସ୍ଥା ଅଚଳ

masiha

Leave a Comment

error: Content is protected !!