ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୈଦେଶ୍ଵର ମହାଦେବଙ୍କ ପୀଠରେ ତୃତୀୟ ବାର୍ଷିକ ଯାଜ୍ଞ

ସମୟ ବଦଳାଇ ଦେଇଛି ମଣିଷ ମାନଙ୍କର ଭାବନାକୁ ! ବିପଦ ପରେ ବିପଦ ମାଡିଆସୁଛି ପୃଥିବୀ ଉପରକୁ ! ମଣିଷ ସମାଜ କଣ ବିଲୁପ୍ତ ହୋଇଯିବ କି ? ଭୟ ସଂକୁଳ ଅବସ୍ଥାରେ ମାନବ ସମାଜ ! ସର୍ବତ୍ର ଚାଲିଛି ବିଶ୍ଵଶାନ୍ତି ଯଜ୍ଞ ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ, ଦାଇଁଲୋ ପଞ୍ଚାୟତ ତଥା ଗ୍ରାମର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବୈଦେଶ୍ଵର ମହାଦେବଙ୍କ ଠାରେ ଚାଲିଛି ବିଶ୍ୱକଲ୍ୟାଣ ମହାଯଜ୍ଞ ! ଏହି ଅନୁଷ୍ଠାନର ମୁଖ୍ୟ ପୁରୋଧା ପଣ୍ଡିତ ବିରଞ୍ଚି ନାରାୟଣ ମିଶ୍ର ଥିବାବେଳେ ମୁଖ୍ୟ କର୍ତ୍ତା ବିରଜା ପ୍ରସନ୍ନ କର ଓ ତାଙ୍କର ଧର୍ମପତ୍ନୀ ଶସ୍ମିତା କର ପ୍ରତିବର୍ଷ ନିଷ୍ଠା ଓ ଦାୟିତ୍ୱର ସହ କାର୍ଯ୍ୟ କରିଆସୁଛନ୍ତି !ସହଯୋଗୀ ପଣ୍ଡିତ ମାନେ ତଥା ମନ୍ଦିର ପୂଜକ ରତିକାନ୍ତ ପଣ୍ଡା, ନିରଞ୍ଜନ ପଣ୍ଡା, ଦୁର୍ଗା ଚରଣ ପଣ୍ଡା, ପ୍ରମୋଦ ପଣ୍ଡା, ଗୟାଧର ପଣ୍ଡା, ଗଙ୍ଗାଧର ପଣ୍ଡା, ନୃସିଂହ ଚରଣ ପତିଶର୍ମା, ଦେବେନ୍ଦ୍ର ନାଥ ମିଶ୍ର, ସନ୍ତୋଷ ମିଶ୍ର, ପ୍ରଶାନ୍ତ ପଣ୍ଡା, ଲକ୍ଷ୍ମୀଧର କର, ତ୍ରିବିକ୍ରମ ପଣ୍ଡା,ଏବଂ ବୈଦ୍ୟନାଥ ପଣ୍ଡା ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟକୁ ପରିଚାଳନା କରିଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଅଞ୍ଚଳ ଗୁମ୍ମା ପାତ୍ର ପୁଟ ରାସ୍ତାରେ ଗର୍ତ୍ତ : କାହାରି ନିଘା ନାହିଁ 

Sunil Chandra Nayak

ଉମରକୋଟ ରେ କଳସୀ ଯାତ୍ରା ମହା ଆଡ଼ମ୍ବରରେ ହେଉଛି ପାଳିତ 

masiha

ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠି ରୁ ଖବର ପ୍ରସାରଣ ପରେ ବୁଦୁନୀ ପଧାନ କୁ ମିଳିଲା ସହାୟତା ଏବଂ ବିଧବା ଝିଅ ସୁକାନ୍ତି କୁ ମିଳିବ ଭତ୍ତା

masiha

Leave a Comment

error: Content is protected !!