ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଙ୍କଡାହାଡ ବ୍ଲକରେ ଚତୁର୍ଥ ସମିତି ସାଧାରଣ ଅଧିବେଶନ ଅନୁଷ୍ଠିତ

କାମାକ୍ଷାନଗର(ମ ନି ସ)୨୧/୦୧_ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ୪ଥ ସାଧାରଣ ଅଧିବେଶନ ବ୍ଲକ ସଭାଗୃହଠାରେ ଅନଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ ଊପସ୍ଥିତ ଥିଲେ। ଅନ୍ୟାନ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ,ବ୍ଲକ ବିଡିଓ,ବ୍ଲକ ଅଧକ୍ଷା,ବ୍ଲକ ଉପାଧକ୍ଷା ଓ ତିନୋଟି ଜୋନର ଜିଲ୍ଲାପରିଷଦ ସମେତ ସମସ୍ତ ସରପଞ୍ଚଙ୍କ ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ। ବ୍ଲକର ସବୁ ପଞ୍ଚାୟତରସ୍ବାସ୍ଥ୍ୟ,ଶିକ୍ଷା , ଗମନାଗମନ ,କୃଷି ଆଦି ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏବଂ ଯେଉଁଠାରେ ସମସ୍ୟl ଅଛି ତାହା ତୁରନ୍ତ ସମାଧାନ ପାଇଁ ଯୋଜନା କରାଯାଇଥିଲା।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ବିକ୍ରେତା ଗତୀଶୀଳତା ଅଭିଯାନ ଓ ଜ୍ଞାନ ବିନିମୟ ପଦକ୍ଷେପ କର୍ମଶାଳା

masiha

ବଡ଼ବାଙ୍କି–ଚାରପାଣି ରାସ୍ତା ଶୋଚନୀୟ, ଲୋକେ ହନ୍ତସନ୍ତ

Sunil Chandra Nayak

ଭାରସାମ୍ୟ ହରାଇ ପରିବା ଦୋକାନ ଓ ଚାହା ଦୋକାନ ଉପରେ ଚଢ଼ିଗଲା ଓ୍ବାଗନର କାର : ୪ ଆହତ 

masiha

Leave a Comment

error: Content is protected !!