ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରୟୋଦଶ ଜାତୀୟ ମତଦାତା ଦିବସ ୨୦୨୩ ପାଳିତ

ଥୁଆମୁଳ ରାମପୁର:୨୫/୦୧ – (ମ.ନି.ସ):- ଆଜି ଯଥା ତା ୨୫/୦୧/୨୦୨୩ ରିଖ ବୁଧବାର ଦିନ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟ ସଭାଗୃହ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶୁଭକାନ୍ତ ନାଏକଙ୍କ ତତ୍ବାବଧାନରେ ଜାତୀୟ ମଦଦାତା ଦିବସ ୨୦୨୩ ପାଳିତ ହୋଇଯାଇଛି। ଜାତୀୟ ମତଦାତା ଦିବସ ୨୦୨୩ ପାଳନ ଅବସରରେ ମତଦାନର ନାହିଁ ବିକଳ୍ପ,” ଭୋଟ୍ ମୁଁ ନିଶ୍ଚୟ ଦେବି କଲି ସକଳ୍ପ” ଏପରି ଏକ ସକଳ୍ପ କରାଯାଇଥିଲା।ଏଥିରେ ନୂତନ ମତଦାତା ଯୋଗଦେଇ ଥିବାବେଳେ WEO ଶ୍ରୀ ଗଙ୍ଗାଧର ବେହେରା ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ମୁଣ୍ଡଛିନା, ଶିକ୍ଷକ ଶ୍ରୀ ଦଶରଥ ମହାଳିକ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ଯାନ୍ଯ ମାନଙ୍କ ମଧ୍ୟରେ ଶିକ୍ଷକ ଓ ବ୍ଳକ କର୍ମଚାରୀ ସହଯୋଗ କରିଥିଲେ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସ୍ଵର୍ଗତ ଜୟନ୍ତ କୁମାର ସିଂ ଙ୍କ ଶୋକ ସଭା କଲେ ଜୟପାଟଣା ସରପଞ୍ଚ ସଂଘ

Sunil Chandra Nayak

କଲ୍ୟାଣସିଂହପୁର ପ୍ରେସ୍ କ୍ଳବ ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ଦିଗାମ୍ବର ପାତ୍ର ସ୍ମାରକୀ କ୍ରିକେଟ ପ୍ରତିଯୋଗିତା  ଧୂଆଁଧାର ଖେଳ ପ୍ରଦର୍ଶନ ସହିତ ରୁପ୍ରାକୁ ହରାଇ ସୋହାଗପୁର ବିଜୟୀ 

masiha

Leave a Comment

error: Content is protected !!