ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରୟୋଦଶ ଜାତୀୟ ମତଦାତା ଦିବସ ୨୦୨୩ ପାଳିତ

ଥୁଆମୁଳ ରାମପୁର:୨୫/୦୧ – (ମ.ନି.ସ):- ଆଜି ଯଥା ତା ୨୫/୦୧/୨୦୨୩ ରିଖ ବୁଧବାର ଦିନ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟ ସଭାଗୃହ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶୁଭକାନ୍ତ ନାଏକଙ୍କ ତତ୍ବାବଧାନରେ ଜାତୀୟ ମଦଦାତା ଦିବସ ୨୦୨୩ ପାଳିତ ହୋଇଯାଇଛି। ଜାତୀୟ ମତଦାତା ଦିବସ ୨୦୨୩ ପାଳନ ଅବସରରେ ମତଦାନର ନାହିଁ ବିକଳ୍ପ,” ଭୋଟ୍ ମୁଁ ନିଶ୍ଚୟ ଦେବି କଲି ସକଳ୍ପ” ଏପରି ଏକ ସକଳ୍ପ କରାଯାଇଥିଲା।ଏଥିରେ ନୂତନ ମତଦାତା ଯୋଗଦେଇ ଥିବାବେଳେ WEO ଶ୍ରୀ ଗଙ୍ଗାଧର ବେହେରା ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ମୁଣ୍ଡଛିନା, ଶିକ୍ଷକ ଶ୍ରୀ ଦଶରଥ ମହାଳିକ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ଯାନ୍ଯ ମାନଙ୍କ ମଧ୍ୟରେ ଶିକ୍ଷକ ଓ ବ୍ଳକ କର୍ମଚାରୀ ସହଯୋଗ କରିଥିଲେ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଅସହାୟ ମହିଳା ଙ୍କୁ ଉଦ୍ଧାର କଲେ ସାମ୍ବାଦିକ।ଯଶୋଦା ଅନାଥ ଆଶ୍ରମ ରେ ଥଇଥାନ

Sunil Chandra Nayak

ମା ତାରାତାରିଣୀ ଏଣ୍ଟରପ୍ରାଇଜସ ଫେକ୍ଟ୍ରିରେ ଭୟାବହ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ 

ଡ୍ରେନ୍ ନାହିଁ, ରାସ୍ତା ଉଚ୍ଚା, ରାଇଘର କୋଦୂଭାଟା ସାହିରେ, କାଳ ବୈଶାଖୀ,ବର୍ଷରେ ଜଳବନ୍ଦୀ ଅବସ୍ତା, ବଢୁଛି ଜନ ଅସନ୍ତୋଷ

Leave a Comment

error: Content is protected !!