ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ଠାକୁରାଣୀ ଭଳିବଲ ଟୁର୍ନାମେଣ୍ଟ ଉଦଯାପିତ 

ପାପଡାହାଣ୍ଡି 7/2, ମନିସ— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନାକଟିଗୁଡା ପଂଚାୟତ ମିଞ୍ଜା ଗ୍ରାମ ଠାରେ ମଙ୍ଗଳବାର ମା ଠାକୁରାଣୀ ଭଳିବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି | ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଯୋଗ ଦେଇଥିଲେ | ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ସ୍ଥାନୀୟ ସରପଞ୍ଚ ରତନାବାତି ଭତରା , ସମିତି ସଭ୍ୟ ବିଶ୍ୱନାଥ ଭତରା , ସାଂସଦ ପ୍ରତିନିଧି ଏମ ଆପ୍ପା ରାଓ ପ୍ରମୁଖ ଉପସ୍ଥିତ ଥିଲେ | ଫାଇନାଲ ରେ ପାତ୍ରଗୁଡା ଓ ଝିଟିକୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ନିର୍ଧାରିତ ସମୟ ମଧ୍ୟରେ ପାତ୍ରଗୁଡା ଦଳ 26 ପଇଣ୍ଟ ପାଇ ବିଜେତା ଓ ଝିଟୁକୁଗୁଡା ଦଳ 6 ପଇଣ୍ଟରେ ସୀମିତ ରହି ଯାଇ ଉପବିଜେତା ହୋଇଛନ୍ତି | ଅନ୍ୟମାନଙ୍କ ମଧ୍ୟରେ ବୈକୁଣ୍ଠ ମିଶ୍ର , କାମଦେବ ପୂଜାରୀ, ବାମଦେବ ପୂଜାରୀ , ପବିତ୍ର ଯାନୀ, ସାଇବ ବିଶୋଇ ଓ ଗ୍ରାମର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ | ମଞ୍ଚ ପରିଚାଳନା ପଦମନ ହରିଜନ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଦୂତୀୟ ସେମି ଫାଇନଲ ରେ ଛତିଶଗଡ଼ ଫରେଷ୍ଟ ବିଜୟୀ

Sunil Chandra Nayak

ଜୟ ଶ୍ରୀ ରାମ କ୍ଲବ ତରଫରୁ ୪୨ ମୌଜାରେ ଦିବାରାତ୍ର କ୍ରିକେଟ୍ ଖେଳ ଅନୁଷ୍ଟିତ        

masiha

ତନ୍ତିପାଲ୍ କ୍ରିକେଟ୍ ଟୁର୍ଣାମେଣ୍ଟ, ଚଚରାଗୁଡା,ବିଜେତା ଡାବୁଗାଁ ଦଳ /ଉପ-ବିଜେତା ମାନିଗାଁ ଦଳ

Sunil Chandra Nayak

Leave a Comment

error: Content is protected !!