ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ ବିଧାନସଭା ନିର୍ବାଚନ ମଣ୍ତଳୀରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ , ରେକର୍ଡ ସଂଖ୍ୟକ ଭୋଟ ଦାନ

ଭବାନୀପାଟଣା:୧୬/୨-ମ.ସି.ହା:- ଜୁନାଗଡ ବିଧାନସଭା ନିର୍ବାଚନ ମଣ୍ତଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଜୁନାଗଡ ବ୍ଳକର ୩୪ ଗ୍ରାମପଞ୍ଚାୟତ ଓ ଗୋଲାମୁଣ୍ତା ବ୍ଳକର ୨୮ଗୋଟି ଗ୍ରାମପଞ୍ଚାୟତର ନିର୍ବାଚନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି।୧୬/୨/୨୨ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଳ ଆଠ ଘଣ୍ଟା ରୁ ଆରମ୍ଭ ହୋଇ ୧୨ ଘଣ୍ଟା ସମୟ ମଧ୍ୟରେ ଶେଷ ହୋଇଥିଲା। ଜୁନାଗଡ ବ୍ଳକରେ ହୋଇଥିବା ନିର୍ବାଚନରେ ସକାଳ ୮ ଘଣ୍ଟା ସମୟ ପୁରୁଷ ୬୦୪୯ ଭୋଟର ୪୯୪୨ ମହିଳା ଭୋଟର ମତଦାନ କରିଥିଲେ,୯ ଘଣ୍ଟା ସମୟରେ ପୁରୁଷ ୧୨୮୬୯ ମହିଳା ୧୩୮୫୬ ପୋଲିଙ୍ଗ ହୋଇଥିଲା,ସକାଳ ୧୦ ଘଣ୍ଟା ସମୟରେ ପୁରୁଷ ୧୭୭୪୧ ଓ ୨୨୦୪୧ ମହିଳା ଭୋଟ ଦେଇଥିଲେ,ସକାଳ ୧୧ ଘଣ୍ଟାରେ ୨୪୩୫୫ ଜଣ ପୁରୁଷ ଓ ୩୧୫୯୩ ଜଣ ମହିଳା ଭୋଟ ଦେଇଥିବା ବେଳେ ପୂର୍ବାହ୍ନ ୧୨ ମଧ୍ୟରେ ୩୧୨୯୩ ପୁରୁଷ ଓ ୪୦୦୭୮ ଜଣ ମହିଳା ମତଦାନ କରିଥିଲେ।

ଶେଷ ରେ ପ୍ରାପ୍ତ ସୂଚନା ଅନୁଯାୟୀ, ଜୁନାଗଡ଼ ବ୍ଲକ ରେ ସମୁଦାୟ ୮୨.୨୪% ଶତକଡା ଭୋଟ ପଡ଼ିଥିବା ଜଣା ଯାଇଛି ।

 

ସେହିପରି ଗୋଲାମୁଣ୍ତା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସକାଳ ୮ ଘଣ୍ଟା ହୋଇଥିବା ନିର୍ବାଚନ ରେ ୫୦୨୩ ଜଣ ପୁରୁଷ ୩୯୨୭ ମହିଳା ଭୋଟ ପୋଲିଙ୍ଗ ହୋଇଥିଲା, ସକାଳ ୯ ଘଣ୍ଟା ସମୟରେ ୯୬୫୫ ଜଣ ପୁରୁଷ ୧୦୫୬୨ ଜଣ ମହିଳା ମତଦାନ କରିଥିଲେ, ସକାଳ ୧୦ ଘଣ୍ଟାରେ ୧୪୫୩୪ ଜଣ ପୁରୁଷ ୧୮୨୮୭ ଜଣ ମହିଳା ମତଦାନ କରିଥିଲେ, ସକାଳ ୧୧ ଘଣ୍ଟାରେ ୧୯୫୮୭ ଜଣ ପୁରୁଷ ୨୫୫୦୨ ଜଣ ମହିଳା ଭୋଟ ଦେଇଥିବା ବେଳେ ମଧ୍ଯାହ୍ନ ୧୨ ଘଣ୍ଟା ମଧ୍ୟରେ ୨୫୩୫୭ ଜଣ ପୁରୁଷ ଓ ୩୧୦୪୨ ଜଣ ମହିଳା ମତଦାନ କରିଥିବା ପ୍ରାପ୍ତ ସୂଚନାରୁ ଜଣାପଡିଛି।

ଶେଷ ରେ ପ୍ରାପ୍ତ ସୂଚନା ଅନୁଯାୟୀ ଗୋଲାମୁଣ୍ଡା ବ୍ଲକ ରେ ସମୁଦାୟ ଶତକଡା 80.01% ଭୋଟ ପଡ଼ିଥିବା ଜଣା ଯାଇଛି।

Related posts

ଆସନ୍ତୁ କଳି ଯୁଗର ୫ଟି ବାସସ୍ଥାନ ବିଷୟରେ ଜାଣିବା

Sunil Chandra Nayak

ଖଡ଼ିଆଳ ସିନାପାଲି ସ୍ଵତନ୍ତ୍ର ସଡ଼କ ରେ ଦୁର୍ଘଟଣା, ମିନିଟ୍ରକ ରେ ଅଟୋ ଧକ୍କା ଦେଇ ଅଟୋ ଚାଳକ ଗୁରୁତ୍ବର

Sunil Chandra Nayak

ବିଜୁ ଏକ୍ସପ୍ରେସ ୱେ ରେ ଦୁଇ ବାଇକ ମଧ୍ୟରେ ଧକ୍କା, ୨ ଯୁବକ ଗୁରୁତର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort