ଗୋଲାମୁଣ୍ଡା -; କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡଥାନା ଅନ୍ତର୍ଗତ 4ୱେ ଠାକୁରାଣୀ ଦେବୀ ଗୁଡି ଠାରେ ସଡ଼କ ଦୁର୍ଘଟଣା ହୋଇ ଥିବା ଦେଖିବାକୁ ମିଳିଛି. ସୂଚନା ଯେ Or08f4792 ନାମକ ଏକ ଚାରି ଚକିଆ ବୋଲେରୋ ଗାଡି ଧର୍ମଗଡ ପଟୁ ଗୋଲାମୁଣ୍ଡା ରାସ୍ତା ଦେଇ ଯାଉଥିବା ବେଳେ ଗୋଲାମୁଣ୍ଡା ଦେବୀ ଗୁଡି ନିକଟରେଥିବା4ୱେ ଭାରସାମ୍ୟ ହରାଇ ଗାଡିଟି ପଲଟି ହୋଇଥିବା ଦେଖିବାକୁ ମିଳିଛି . ବୋଲେରୋ ଗାଡି ଟି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ବୋଲି ସୂଚନା ମିଳିଛି. ଗାଡି ପଲଟି ହୋଇ ଥିବାରୁ ଗାଡି ର ସମସ୍ତ କାଚ ଭାଙ୍ଗିବା ସହ ବହୁ କ୍ଷୟ କ୍ଷତି ହୋଇଛି.ଗାଡି ପଲଟି ହୋଇଥିଲେ ମଧ୍ୟ କେହି କ୍ଷତ୍ତାକ୍ତ ହୋଇ ନ ଥିବା ସୂଚନା ମିଳିଛି.
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ନିଉଜ ରିପୋର୍ଟ ର।