ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳିଲା ସୋଲାର ଷ୍ଟ୍ରିଟ ଲାଇଟ

କାମାକ୍ଷାନଗର (ମନିସ )୧୪/୦୨ ଆଜକୁ ପ୍ରାୟ ମାସେ ତଳେ ପଣ୍ଡୁଆର ଗ୍ରାମ ବାସି ମାନେ କୋଟଗାର ସରପଞ୍ଚ ଙ୍କୁ ଅଭିଯୋଗ କରିଆସୁଥିଲେ କି ପଣ୍ଡୁଆ ରେ ଆଗରୁ ଥିବା ସୋଲାର ଷ୍ଟିଟି ଲାଇଟ ଖରାପ ହୋଇଯାଇଅଛି l ଅଭିଯୋଗ ପାଇବା ମାତ୍ରେ ତୁରନ୍ତ କୋଟଗରା ସରପଞ୍ଚ ଶ୍ରୀମତୀ ସୁଲଚନା ଦଳେଇ ଗାଁ ରେ ନୂତନ ସୋଲାର ଷ୍ଟ୍ରିଟ ଲାଇଟ ଲଗେଇଥିଲେ l ତାଙ୍କର ଏପରି କାର୍ଯ୍ୟାଦାକ୍ଷତାକୁ ଦେଖି ପଣ୍ଡୁଆର ଲୋକମାନେ ସରପଞ୍ଚଙ୍କୁ ଧନ୍ୟବାଦ ଦେଈଥିଲେ ଏବଂ ସରପଞ୍ଚଙ୍କ କାର୍ଯ୍ୟ ଦେଖି ଚାରିଆଡେ ଆଲୋଡନ ସୃଷ୍ଟି ହେଇଚି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମୟୂରଭଞ୍ଜ ଜିଲ୍ଲା ଜଳ ଓ ପରିମଳ ମିଶନ କାର୍ଯ୍ୟନିର୍ବାହୀ ଓ ସମନ୍ୱୟ କମିଟି ବୈଠକ

masiha

ରାଜ୍ୟ ସ୍ତରୀୟ ଅ’ ମହୋତ୍ସବ: କବି ସୁଶାନ୍ତ ରଣା ପାଇଲେ “ଅ’ ପ୍ରତିଭା ସମ୍ମାନ”

masiha

ତାଏକୋଣ୍ଡୋ ରେ ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରଶଂସା ସାଉଁଟୁଛି ପ୍ରିୟାଂଶୁ

Sunil Chandra Nayak

Leave a Comment

error: Content is protected !!