ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତଦାନ ସେବାରେ ବ୍ରତୀ ସମାଜସେବୀ ଇଂ.ଅବିନାଶ ଦାସ 

ରକ୍ତଦାନ ସେବାରେ ବ୍ରତୀ ସମାଜସେବୀ ଇଂ.ଅବିନାଶ ଦାସ 

କଟକ : ରକ୍ତଦାନ ଜୀବନ ଦାନ। ଏହି ସେବାରେ ସମର୍ପିତ ସମାଜସେବୀ ଇଂ.ଅବିନାଶ ଦାସ ବାରିପଦା କେନ୍ଦ୍ରୀୟ ରକ୍ତ ଭଣ୍ଡାର ଏବଂ ପ୍ରବାସରେ ଘରୋଇ ଉଦ୍ୟୋଗରେ ଇଲେକ୍ଟ୍ରିକାଲ ବିଭାଗରେ ଉଚ୍ଚ ପଦସ୍ଥ କର୍ମଚାରୀ ଭାବେ କାର୍ଯ୍ୟରତ ସମୟରେ ମଧ୍ୟପ୍ରଦେଶ ଗୁଆଲିଅର୍ ଓ ଭିଦିଶା ରେଡକ୍ରସ୍ ସୋସାଇଟି ରକ୍ତ ଭଣ୍ଡାର ଏଵଂ ବାଙ୍ଗାଲୋର ରକ୍ତ ଭଣ୍ଡାରରେ ରକ୍ତଦାନ କରି ଯୁବ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ବଣାଇଗଡ ସୁନ୍ଦରଗଡ ନିବାସୀ ଏହି ରକ୍ତଦାତା ଅବିନାଶ ଏଯାବତ୍ ୪୪ ବର୍ଷ ବୟସରେ ୨୦ ଥର ରକ୍ତ ଦାନ କରିଛନ୍ତି । ଏହି ମହାନ୍ ପ୍ରତିଭାଙ୍କୁ ସୁନ୍ଦରଗଡ ଇଞ୍ଜିନିୟରିଂ ସ୍କୁଲ (ଏସଇଏସ) ଓ ଆଦର୍ଶ ଯୁବ ସଙ୍ଘ ଭାରତ ପକ୍ଷରୁ ପ୍ରଶଂସା କରା ଯାଇଛି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ରୋଷେୟା ଏବଂ ସେବାୟତ ସଂଘର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

masiha

ବ୍ଳକ ସ୍ତରୀୟ ଲୋକକଳା ଦଳର ତାଲିମ ଶିବିର

masiha

ରବି ମଣ୍ଡି ବନ୍ଦ: ଖୋଲା ଆକାଶ ତଳେ ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ, ଚିନ୍ତାରେ ଚାଷୀ

Leave a Comment

error: Content is protected !!