ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଖା ଟ୍ରଷ୍ଟ ପକ୍ଷରୁ ହରିଜନ ଓ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ନିଶୁଳ୍କ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ

ଢେ଼ଙ୍କାନାଳ (ମ ସୀ ହା)୧୪/୦୨_ ଦାରିଦ୍ର୍ୟ, ଶିକ୍ଷା ଓ ସାମାଜିକ ଅନଗ୍ରସର ଶ୍ରେଣୀ ପର୍ଯ୍ୟୟ ଭୁକ୍ତ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ର ଛାତ୍ର ଛାତ୍ରୀ ମାନଙ୍କୁ ରାଜ୍ୟରେ ସମାଜ ସେବା କ୍ଷେତ୍ରରେ ପରିକଳ୍ପୂତ ଅନୁଷ୍ଠାନ ଶିଖା ଟ୍ରଷ୍ଟ ପକ୍ଷରୁ ଢେ଼ଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ନଗାରୀ ଗ୍ରାମରେ ଦ୍ୱିତୀୟ ଶ୍ରେଣୀରୁ ସପ୍ତମ ଶ୍ରେଣୀ ର ପର୍ଯ୍ୟନ୍ତ ମାଗଣା ଶିକ୍ଷା ଦାନ ପ୍ରଦାନ କରାଯାଉଛି l ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକାରର ସଚେତନ କାର୍ଯ୍ୟକ୍ରମ କରାଯିବା ଏହି କାର୍ଯ୍ୟକ୍ରମକୁ ରାଜ୍ୟ ର ବିଭିନ୍ନ ଜିଲ୍ଲା ରେ ବ୍ୟାପକ କରାଯିବ ବୋଲି ଟ୍ରଷ୍ଟର ସଭାପତି ବିଜୟ କୁମାର ନାୟକ ମତ ପ୍ରକାଶ କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଚାରବାହାଲ ରେ ନୂଆ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା ଆରମ୍ଭ

Sunil Chandra Nayak

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଗଡିଲା 

masiha

ନବରଙ୍ଗପୁର ଜିଲ୍ଲାରେ ଦାୟିତ୍ଵ ନେଲେ ନୁତନ ଆରକ୍ଷୀ ଅଧିକ୍ଷକ 

masiha

Leave a Comment

error: Content is protected !!