ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହାଲୁଣ୍ଡା ଗ୍ରାମରେ ବାଲିମି ପୋଲିସ୍ ର ଚଢାଉ: ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ଜଣେ ଗିରଫ

ଢେ଼ଙ୍କାନାଳ(ମ ସୀ ହା)୧୫/୦୨_ ଢେ଼ଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ମହାଲୁଣ୍ଡା ଗ୍ରାମ ରେ ହିନ୍ଦୋଳ ପୋଲିସ୍ ଓ ହିନ୍ଦୋଳ ବନ ବିଭାଗ ର ମିଳିତ ଚଢାଉ ଫଳରେ ବିଶୁ ମହାରଣା କୁ ଗିରଫ କରାଯାଇଛି l

ଏଥିନେଇ ଗତ ୧୨ ତାରିଖ ରାତି ରେ ୩ ଜଣ ଶିକାରୀ କୁ ବନ ବିଭାଗ ଗିରଫ କରିଥିବା ବେଳେ ଏହି ବନ୍ଧୁକ କାରଖାନା ସମ୍ପର୍କ ରେ ସୁଚନା ମିଳିଥିଲା l ଉକ୍ତ କାରଖାନା ରୁ ବିପୁଳ ପରିମାଣ ରେ ଗୁଳି, ବନ୍ଧୁକ, ବାରୁଦ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଜବତ ହୋଇଛି l ଅଭିଯୁକ୍ତ ମାନେ ଏହି ଠାରୁ ବନ୍ଧୁକ କିଣି ୧୦ ଜଣ ଶିକାରୀ ଜନ୍ତୁ ଶିକାର କରୁଥିବାର ସୂଚନା ମିଳିଥିଲା i ଏଥି ନେଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବାର ସୂଚନା ପୋଲିସ୍ ପ୍ରେସ୍ ମିଟ ରୁ ଜଣା ଯାଇଛି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍ ଡେ’ ପୂର୍ବରୁ ଅଭାବନୀୟ ଘଟଣା

Sunil Chandra Nayak

ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି

Sunil Chandra Nayak

ଜଟାଵାଲରେ ସିରିଜ ଚୋରି, ମୁଖ୍ୟ ରାସ୍ତାର ପାଞ୍ଚଗୋଟି ଦୋକାନ ରେ କଳାକନା ବୁଲାଇଲେ ଦୁର୍ବୁତ୍ତ

Sunil Chandra Nayak

Leave a Comment

error: Content is protected !!