ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଢେ଼ଙ୍କାନାଳ(ମ ସୀ ହା)୦୩/୦୩_ ପ୍ରଶାସନିକ କାର୍ଯାଳୟରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ନ୍ୟାୟ ନମିଳିବାରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣଙ୍କ ଢେଙ୍କାନାଳ ସଦର ଥାନା ବଳରାମପୁର ଗ୍ରାମର ଶ୍ରୀକାନ୍ତ ଜେନାଙ୍କ ପତ୍ନୀ କମଳା ଜେନା ବୋଲି ଜଣାପଡ଼ିଛି । ଜମିବାଡ଼ି ବିବାଦକୁ ନେଇ ବିବାଦ ତାଙ୍କୁ ଆକ୍ରମଣ ଅଭିଯୋଗ ରେ ପୋଲିସ କୁ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ ପାଲଟା ତାଙ୍କୁ ଗାଳି ଗୁଲଜ କରିଥିଲେ l ତେବେ ଅତିଷ୍ଠ ହୋଇ ସିଏ ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କିଶୋରୀ ବାଳିକା ମାନଙ୍କୁ ଆତ୍ମସୁରକ୍ଷା କୌଶଳ ତାଲିମ

masiha

ତଲକପୋଖରୀ ଉଚ୍ଚ ବିଦ୍ୟାଳୟରେ ମେରି ମିଟି ମେରାଦେଶ କାର୍ଯ୍ଯକ୍ରମ

masiha

ନବରଙ୍ଗପୁର ସହର ରେ ଥିବା ଶ୍ରୀ ଶ୍ରୀ ବାସବି କନ୍ୟକା ପରମେଶ୍ବରୀ ମନ୍ଦିରରେ ଶ୍ରାବଣ ଶୁକ୍ରବାର ଙ୍କୁଙ୍କୁମ୍ ପୂଜା ଅର୍ଚନା ମହା ଆଡ଼ମ୍ବର ରେ ପାଳିତ ଯୋଗ ଦେଲେ ଶହ ଶହ ସଂଖ୍ୟାରେ ମହିଳା ଭକ୍ତ

Sunil Chandra Nayak

Leave a Comment

error: Content is protected !!