ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କାନ୍ଦୁଲ ଝର ଗ୍ରାମ ର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗରେ ଷୋହଲ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଅର୍ତ୍ତଲ:୯/୩- (ମନିସ):- ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଅର୍ତ୍ତଲ ଗ୍ରାମପଞ୍ଚାୟତ ଅଧିନସ୍ଥ କାନ୍ଦୁଲଝର ଗ୍ରାମର ରାଧାକୃଷ୍ଣ ମନ୍ଦିର ଠାରେ ଷୋହଲ ପ୍ରହରୀ ନାମଯଜ୍ଞ   ମହାସମାରୋହରେ ଅନୁଷ୍ଟିତ  ହୋଇ ଯାଇଛି। ଏହି ପ୍ରହରୀ ୮/୩/୨୦୨୩ ତାରିଖ ବୁଧବାର ଦିନ ପ୍ରାତ ୭.୩୦ ମିନିଟ୍ ସମୟରେ ସମାପ୍ତ ହୋଇଥିବା ବେଳେ ଏଥିରେ ୧୪ ଗୋଟି ସଂକିର୍ତ୍ତନ ଦଳ ଅଂଶଗ୍ରହଣ କରି ପ୍ରଭୁ ଙ୍କ ନାମ ସଂକୀର୍ତ୍ତନ କରିଥିଲେ। ଏହାକୁ ଅଞ୍ଚଳର ଶତାଧିକ ଲୋକ ଯୋଗଦେଇ ଉପଭୋଗ କରିଥିଲେ। ଏହା ଭିତରେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥିଲା ।

ଅର୍ତ୍ତଲ ରୁ ଡମ୍ବରୁ ପାଣିଗ୍ରାହୀ ଙ୍କ ରିପୋର୍ଟ

Related posts

ବାଙ୍କା ବାବା ସେନ୍ଦ୍ରା ଗିରା ପୂଜାପର୍ବ ସମ୍ପନ୍ନ

ମହାସମାରୋହରେ ଗଣେଶ ପୂଜା ପାଳିତ 

Sunil Chandra Nayak

ହରିଶଙ୍କର ରେ ସମ୍ପୂର୍ଣ ହେଲା ଶିବବିବାହ ଓ ଶୀତଳ ଷଷ୍ଠି

masiha

Leave a Comment

error: Content is protected !!