ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦିରାବତୀ ବୁଢୀ ଅଞ୍ଚଳର ୧୧ ବୁଥକୁ ମଟର ବୋଟରେ ଗଲେ କର୍ମଚାରୀ

ଥୁଆମୂଳ ରାମପୁର:୨୩/୨- ମସୀହା:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ଇନ୍ଦିରାବତୀ ବୁଢୀ ଅଞ୍ଚଳରେ ଭୋଟ ଦାନ କେନ୍ଦ୍ର କୁ ମଟର ବୁଟ୍ ଯୋଗେ ଯାଇଛନ୍ତି। ବୁଢୀ ଅଞ୍ଚଳରେ ୧୧ ଟି ବୁଥ୍ ସ୍ଥାପନ କରାଯାଇଛି। ଆଜି ସକାଳୁ କର୍ମଚାରୀ ମାନେ ମଟର ବୋଟ ଯୋଗେ ଜଳଭଣ୍ଡାର ଯାତ୍ରା କରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଏହି ବୁଢୀ ଅଞ୍ଚଳର ଜନସାଧାରଣଙ୍କୁ ଅଣଦେଖା କରାଯାଇଛି।ଯାହାଫଳରେ ସେମାନେ ଅନେକ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଅନ୍ଯ ପକ୍ଷରେ ଭୋଟ ସମୟ କର୍ମଚାରୀ ମାନେ ମଧ୍ୟ ଅସୁବିଧା ଭୋଗୁଛନ୍ତି। ବିପଦ ସଙ୍କୁଳ ଜଳଯାତ୍ରା କରିବାକୁ ପଡୁଛି। ବହୁ ଦିନ ପରେ ମଧ୍ୟ ଏହି ବୁଢୀ ଅଞ୍ଚଳକୁ ପୋଲ ନଥିବା ଯୋଗୁଁ ଏବେ ବି ଜଳଭଣ୍ଡାର ଘେରରେ ଜୀବନ ଯାପନ କରୁଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କଂଗ୍ରେସର ରାୟଗଡ଼ା ପୌର ପରିଷଦର ଅଧ୍ୟକ୍ଷ ପ୍ରାର୍ଥୀ- ଶ୍ରୀଯୁକ୍ତ ଆପଲାସ୍ବାମୀ କାଡ୍ରକା

Sunil Chandra Nayak

କୋକସରା ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଦିନେ ତୁମେ ଫେରିବ 

Sunil Chandra Nayak

Leave a Comment

error: Content is protected !!