ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଫେବୃଆରୀ ୨୮ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

 ମାର୍ଚ୍ଚ ୨୪ ତାରିଖରେ ପୌର ନିବାଚନ ହେବକୁ ଥିବାବେଳେ ଫେବୃଆରୀ ୨୮ ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ମାର୍ଚ୍ଚ ୨୪ ରେ ହେବ ପୌର ନିର୍ବାଚନ ଭୋଟ ଗ୍ରହଣ ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି। ଏପ୍ରିଲ ୭ ତାରିଖରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ- ୧୦୬ ଏନଏସି/ ମ୍ଯୁନିସିପାଲିଟି, ୩ ଟି ମହାନଗରିରେ ହେବ ନିର୍ବାଚନ। ୧୦୬ ଏନଏସି/ମ୍ଯୁନିସିପାଲିଟି,୩ ମହାନଗରିରେ ହେବ ନିର୍ବାଚନ- ଅଦାଲତି କାରଣ ପାଇଁ ପୁରୀ ମ୍ଯୁନିସିପାଲିଟି ରେ ନିର୍ବାଚନ ହେବନାହିଁ। ପୌର ନିର୍ବାଚନ ପାଇଁ ଫେବୃଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ, ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ଯନ୍ତ ମନୋନୟନ ପତ୍ର ଦାଖଲ, ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ୧୪ ତାରିଖ ସୁଦ୍ଧା ପ୍ରତ୍ଯାହାର ହେବା ବିଷୟ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର।

Related posts

ପେଟ୍ରୋଲ ୯ ଟଙ୍କା ୫୦ ଓ ଡିଜେଲ ୭ ଟଙ୍କା କମିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କ ସୂଚନା

ଅପର୍ତ୍ତି ସେଠୀ ଙ୍କ କବିତା ବର ଆସୁଛି ଦେଖ

Sunil Chandra Nayak

ତିରିଂଥାନା; ଜିରେଇ ଗ୍ରାମ ନିକଟ ବାରୁଡୁଙ୍ଗୁରି ପଡ଼ିଆରେ ଯୁବତୀଙ୍କ ମୃତଦେହ ପୋଲିସ୍ ଦ୍ବାରା ଉଦ୍ଧାର

Leave a Comment

error: Content is protected !!