ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପର୍ଯ୍ୟଟନ,ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ସହ ରାଇରଙ୍ଗପୁର ପୌରପରିଷଦର କର୍ମକର୍ତ୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ

ମୟୂରଭଞ୍ଜ -୧୫/୬/୨୨(ମସିହା) ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ରାଇରଙ୍ଗପୁର ଗସ୍ତରେ ଆଜି ପହଞ୍ଚିଛନ୍ତି । ରାଇରଙ୍ଗପୁର ରାଜସ୍ବ ବିଭାଗ ଡାକ ବଙ୍ଗଳା ପରିସରରେ ରାଇରଙ୍ଗପୁର ପୌର ପାରିଷଦର ସଦସ୍ଯମାନେ ପୌର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍କ ନେତୃତ୍ବରେ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।ତଦସହ ବାମନଘାଟୀ ଉପଖଣ୍ଡର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନର‌ ବିକାଶ ପାଇଁ ଆଲୋଚନା କରିଥିଲେ । ସୁଲାଇପାଟ ଖଡଖାଈ ନଦୀବନ୍ଧ ,ବାଙ୍କବଳ ନଦୀବନ୍ଧ ,ନେସା ନଦୀବନ୍ଧ ନିକଟରେ ପର୍ଯ୍ୟଟନ ବିକାଶ,ନସ୍କରିଆ ଶୈବପୀଠ, ଜଳେଶ୍ଵର ବାବା, ଶୈବପୀଠ, ଯୋଗେଶ୍ୱର ବାବା ଶୈବପୀଠ,ବହଳଦା କୀଚକେଶ୍ବରୀ ମନ୍ଦିର, ରଘୁନାଥ ଜୀଉ ମଠର ବିକାଶ, ପର୍ଯ୍ୟଟନ ଆଶ୍ରୟସ୍ଥଳୀ,ବଡବନ୍ଧ,ରାଣୀ ବନ୍ଧ ପାରିପାର୍ଶ୍ବିକ ବିକାଶ,ଛଟଘାଟ,ଅଶ୍ରୁଘାଟୀ ଜଳପ୍ରପାତ ବିକାଶ,ବାବା ଐଶ୍ବାନେଶ୍ବର ଶୈବପୀଠ ବିକାଶ,ମାଙ୍କିଡିଘାଟୀ ସାଧନା ପୀଠର ବିକାଶ, ପୂର୍ଣେଶ୍ଵର‌ମନ୍ଦିର,ପାଖଣାପାଟ ବିକାଶ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି କହିଥିଲେ । ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ରାଇରଙ୍ଗପୁର ପୌର ଉପାଧ୍ଯକ୍ଷା ସ୍ମିତା ଚୌଧୁରୀ, ମହିଳା ଜିଲ୍ଲା ନେତ୍ରୀ ତନୁଜା ମହାନ୍ତ, କାଉନସିଲର ପୂର୍ଣ୍ଣିମା ମହାନ୍ତ, ସରୋଜ ବେହେରା,ହୋଇଲେ ମହାନ୍ତି ସମେତ ବହୁ କାଉନସିଲର ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଇଣ୍ଡିଆ ଟୁଡେ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୁ ପୁରସ୍କାର

ପ୍ରି ଖ୍ରୀଷ୍ଟମାସ ଡେ ରେ ଅନାଥ ବିଧବା ଓ ଭିନ୍ନକ୍ଷମଙ୍କୁ ନୂତନ ପୋଷାକ ବଣ୍ଟନ

Sunil Chandra Nayak

କେସିଙ୍ଗା ଏନଏସି ରେ ମୋ ଖତ କାର୍ଯ୍ୟକ୍ରମ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort