ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣା ରେ ଜଣେ ମୃତ ,ତିନିଜଣ ଆହତ

ଛତିସଗଡ ରାୟପୁର ବାଲାଜି ହସପିଟଲରୁ ରୋଗୀ କୁ ନେଇ ଆସୁଥିବା ଏକ ଏମ୍ବୁଲେନ୍ସ ଗାଡି ନୂଆପଡା ଜିଲ୍ଲା ବୋଡେନ ଥାନା ବିରେଶକେଲା ଗାଁ ଦେଇ ଯାଇଥିବା ଫୋରୱେ ର ଏକ ସେତୁ ରେ ପିଟିହୋଇ ଦୁର୍ଘଟଣା ଘଟିଥିବାରୁ ଜଣେ ମୃତ ଓ ତିନି ଜଣ ଆହାତ ହୋଇଛନ୍ତି । ମୃତକ ରୋଗୀ ଙ୍କ ନାଁ ଜନକ ମନହିରା ବୋଲି ଜଣାପଡିଛି,ଜନକ ମନହିରା ରାୟପୁର ର ବାଲାଜି ହସପିଟାଲ ରେ ଚିକିତ୍ସିତ ହୋଇ ତାଙ୍କ ଧରଣିମାଲ ଗାଁ କୁ ଆସୁଥିଲେ,ଆଜି ସକାଲୁ ଏମ୍ବୁଲେନ୍ସ ଗାଡି ବିରେସକେଲା ର ଏକ ସେତୁ ର ପିଲର ରେ ଭାରସାମ୍ୟ ହରାଇ ପିଟି ହୋଇଥିଲା, ଯାଫଳ ରେ ଜଣେ ରୋଗୀ ର ଘଟଣାସ୍ଥଳ ରେ ମ଼ତୁ ହୋଇଥିବାବେଳେ ଡ୍ରାଇଭର ସମେତ ତିନି ଜଣ ଆହାତ ହୋଇ ବୋଡେନ ହସପିଟାଲ ରେ ଚିକିତ୍ସାଧିନ ଅଛନ୍ତି|

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫,୨୬,୮୯୮ ପରିଗଣନା ଫର୍ମ ର ଡିଜିଟାଲାଇଯେସନ ପ୍ରକ୍ରିୟା ଶେଷ 

Sunil Chandra Nayak

ଅଦିନିଆ ବର୍ଷା ବିଗାଡିଦେଲା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ, ଖୋଲା ଆକାଶ ତଳେ ପାଣିରେ ଭାଷୁଛି ଚାଷୀଙ୍କ ଧାନ

masiha

ବୟାଳିଶମୌଜା ମୂଖ୍ୟ ରାସ୍ତା ସମସ୍ୟା ସମାଧାନ ନେଇ ଦାବୀକଲେ ବିଶିଷ୍ଠ ସମାଜସେବୀ ଇଂ. ଆଶୋକ ବିଶ୍ବାଳ ଓ ସ୍ଥାନୀୟ ବାସିନ୍ଦା 

masiha

Leave a Comment

error: Content is protected !!