ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଫଳାଫଳ

ଗୋଳାମୁଣ୍ଡା/ମସିହା/କଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ରେ ଜିଲ୍ଲା ପରିଷଦ ନିର୍ବାଚନ ର ସମସ୍ତ ୧୩ ଟି ବ୍ଲକର ଗୋଟିଏ ଲେଖାଏଁ ଜୋନ ୧ ବ୍ଲକ ହିସାବରେ ୧୩ଟି ଜିଲ୍ଲା ପରିଷଦ ର ଗଣନା ପ୍ରକ୍ରିୟା ଜାରି ରହିଛି, ବର୍ତ୍ତମାନ ସଂନ୍ଧ୍ୟା ୫ ଘଣ୍ଟାରେ ପ୍ରାପ୍ତ ସୁଚନା ଅନୁସାରେ ଭବାନୀପାଟଣାରେ ବିଜେପି ପ୍ରାର୍ଥୀ ହୃଦାନନ୍ଦ ସାହୁ ଆଗରେ ଅଛନ୍ତି, ଧର୍ମଗଡ ବ୍ଲକ ରେ ବିଜେପି ପ୍ରାର୍ଥୀ ଅପ୍ରେଶ ସ୍ବାଇଁ ଆଗରେ ଅଛନ୍ତି, ଜୟପାଟଣା ବ୍ଲକ ରେ ବିଜେପି ପ୍ରାର୍ଥୀ ଅଙ୍ଗଦ ମାଝୀ ଆଗରେ ଅଛନ୍ତି, କଲମପୁର ବ୍ଲକ ରେ ବିଜେପି ପ୍ରାର୍ଥୀ ପୂର୍ଣ୍ଣିମି ମାଝୀ ଆଗରେ ଅଛନ୍ତି, ଜୁନାଗଡ ବ୍ଲକ ରେ ବିଜେଡି ପାର୍ଥୀ ସୁଧିର ମେହେର ଆଗରେ ଅଛନ୍ତି, କର୍ଲାମୁଣ୍ଡା ବ୍ଲକ ରେ ବିଜେଡି ପାର୍ଥୀ ମହେନ୍ଦ୍ର ରଣା ଆଗରେ ଅଛନ୍ତି, କେସିଙ୍ଗା ବ୍ଲକ ରେ ବିଜେଡି ପାର୍ଥୀ ଦିପାଞ୍ଜଳୀ ସାହୁ ଆଗରେ ଅଛନ୍ତି, ଲାଞ୍ଜିଗଡ ବ୍ଲକ ରେ ବିଜେଡି ପାର୍ଥୀ ଅଞ୍ଜଳୀ ମାଝୀ ଆଗରେ ଅଛନ୍ତି, କୋକଷରା ବ୍ଲକ ରେ ବିଜେଡି ପାର୍ଥୀ ହେମନ୍ତ ମାଝୀ ଆଗରେ ଅଛନ୍ତି, ମଦନପୁର ରାଇପୁର ବ୍ଲକ ରେ ବିଜେଡି ପାର୍ଥୀ ପୁଷ୍ପେନ୍ଦୁ ସିଂଦେଓ ଆଗରେ ଅଛନ୍ତି, ନର୍ଲା ବ୍ଲକ ରେ ବିଜେଡି ପାର୍ଥୀ ନମ୍ରତା ସାହୁ ଆଗରେ ଅଛନ୍ତି , ଥୁଆମୁଳ ରାମପୁର ବ୍ଲକ ରେ ବିଜେଡି ପାର୍ଥୀ ପ୍ରମିଳା ମାଝୀ ଆଗରେ ଅଛନ୍ତି,ଗୋଳାମୁଣ୍ଡା ବ୍ଲକରେ ହେମାଙ୍ଗିନରାଉତ ଆଗରେ ରହିଛି, ଏହି ପରିପ୍ରେକ୍ଷୀରେ ବିଜେପି ୪ଟି ରେ, ବିଜେଡି ୯ଟି ରେ ଆଗୁଆ ଥିବାବେଳେ କଂଗ୍ରେସ ଖାତା ଖୋଲି ନାହିଁ ।।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଆମ ଜଙ୍ଗଲ ଯୋଜନା ରେ ଦୁର୍ନୀତି ଓ ଶ୍ରମିକଙ୍କ ଅର୍ଥ ହଡପ ମାମଲା, ନିଲମ୍ବିତ ହେଲେ ଆମପାଣି ଫରେଷ୍ଟର ଜଗନ୍ନାଥ ନାଗ

Sunil Chandra Nayak

ଚିତ୍ତ ପଡ଼ା ଗ୍ରାମ ରେ ଶ୍ରୀ ଶ୍ରୀ ମହାଦେବ ଙ୍କ ମନ୍ଦିର ରତ୍ନ ମୁଦ ଉତ୍ସବ ନିମିତ୍ତ କଳସ ଯାତ୍ରା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ସୁଧାମୟୀ ସନ୍ଧ୍ୟା

Sunil Chandra Nayak

Leave a Comment

error: Content is protected !!