ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାର୍ଚ୍ଚ ୨୧ ତାରିଖ ୬ ଘଣ୍ଟିଆ ବନ୍ଦ ପାଳନ ଉପଲକ୍ଷେ କୁଡୁମି ସେନା ପକ୍ଷରୁ ସଚେତନତା ବାର୍ତ୍ତା

ମୟୂରଭଞ୍ଜ -୨୦/୩/୨୩ (ମସିହା) ରକୁଡୁମି ସଂପ୍ରଦାୟକୁ ସମ୍ବିଧାନରେ ଅନୂସୁଚିତ ଜାତି ମାନ୍ୟତା ନେବା ପାଇଁ ମାର୍ଚ୍ଚ ୨୧ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ସକାଳୁ ୬ ରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ହରତାଳ ଡାକରା ଦିଆଯାଇଛି । ଏହାକୁ ନେଇ ଆଜି ସଂନ୍ଧ୍ୟାରେ କୁଡୁମି ସେନା ପକ୍ଷରୁ ବନ୍ଦ ନେଇ ସହରବାସୀଙ୍କୁ ଜଣାଇବା ପାଇଁ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏଥିରେ ବହୁ ସଂଖ୍ୟକ ମହିଳାମାନେ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ବାବା ସାହେବ ଆମ୍ବେଦକର  ମହାସମାରୋହରେ ପାଳିତ ହେଲା ୧୩୪ତମ ଜନ୍ମଜୟନ୍ତୀ

masiha

ମାଁ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠରେ ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

masiha

ଦକ୍ଷିଣୀ ଶୌଣ୍ଢିକ ମହାସଂଘ ଟିଟଲାଗଡ ଓ ମୁରିବାହାଲ ବ୍ଲକ ପକ୍ଷରୁ ଏକ ସାମାଜିକ ବନ୍ଧୁ ମିଳନ ଓ ସାମାଜିକ ଆଲୋଚନା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!