ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାର ଜିଲ୍ଳାପରିଷଦ – ୧ନମ୍ବର ୧୩ ଗୋଟି ଜୋନରୁ ବିଜେଡି ୧୦ଟି ଆସନ ଓ ବିଜେପି ୩ଟି ଆସନରେ ଆଗରେ

ଭବାନୀପାଟଣା:୨୬/୨:- କଳାହାଣ୍ଡି ଜିଲ୍ଲାରେ ଜିଲ୍ଳାପରିଷଦ ୧୩ ଟିର ୧- ନମ୍ବର ଜୋନର ଭୋଟ ଗଣତି ରାତ୍ର୧୦ ଘଣ୍ଟା ମଧ୍ୟରେ ହୋଇଥିବା ଗଣତିରୁ ଜଣାପଡିଛି ଯେ, ବିଜେଡି ୧୦ଟି ଆସନ ଆଗରେ ଥିବାବେଳେ ବିଜେପି ୩ଟି ଆସନରେ ଆଗରେ ଅଛି। ବିଜେପି ୩ ଟି ଆସନରେ ଆଗରେ ଅଛି, ସେଗୁଡାକ ହେଲା ଧର୍ମଗଡ, ଭବାନୀପାଟଣା, କଲମପୁର ଏହି ବ୍ଳକର ୩ଟି ଆସନରେ ବିଜେପି ଆଗରେ ଅଛି। ବିଜେଡି ୧୦ ଟି ଆସନ ଯଥା ଗୋଲାମୁଣ୍ତା,ଜୁନାଗଡ, କର୍ଲାମୁଣ୍ତା, କେସିଙ୍ଗା, କୋକସରା, ଲାଞ୍ଜିଗଡ, ମଦନପୁର ରାମପୁର, ଜୟପାଟଣା, ନର୍ଲା,ଥୁଆମୂଳ ରାମପୁର ବିଜେଡି ଆଗରେ ଅଛି। ମ ନି  ସ

Related posts

ରାଷ୍ଟ୍ରୀୟ ପୋଷଣ ମାସ ଓ ସ୍ଵଚ୍ଛତା ପକ୍ଷ ପାଳନ

Sunil Chandra Nayak

ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ

Sunil Chandra Nayak

ଶୌଚ ପାଇଁ ଯାଇ କଂକ୍ରିଟ ରେ କଚାଡ଼ି ହୋଇ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!