ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୀଳ ମାଧବ ସିଂ ଦେଓ ଙ୍କ ନେତୃତ୍ୱ ରେ ରାଜ୍ୟସଭା ସାଂସଦ ସୁଜିତକୁମାର ସେଟ ଙ୍କୁ ଭେଟିଲେ ବିଶ୍ୱ ଶାନ୍ତି ସଂଗଠନ ସଦସ୍ୟ

ଭବାନୀ ପାଟଣା /  ବିଶ୍ୱ ଶାନ୍ତି ସମାବେଶ ଆଗାମୀ ଦିନ ରେ ଦକ୍ଷିଣ କୋରିଆ ର ବୁସାନ ରେ ଅନୁଷ୍ଠିତ ହେବ । ଏଥିପାଇଁ ବିଶ୍ୱ ଶାନ୍ତି ସଂଗଠନ ର ପ୍ରତିନିଧି ଦଳ ରାଜ୍ୟ ସଭା ସାଂସଦ ଙ୍କୁ ଭେଟି ନିମନ୍ତ୍ରଣ ଜଣାଇଛନ୍ତି । ଏହିପ୍ରତିନିଧି ଦଳ ରେ ଭାରତ ର ଏଚ ଡପ୍ଲୁପିଏଲ ଶାଖା ର ମୁଖ୍ୟ ନିର୍ଦେଶକ ,ଦକ୍ଷିଣ ଏସିଆ ସଂଯୋଜକ ନୀଳମାଧଵ ସିଂ ଦେଓ ପ୍ରମୁଖ ସାମିଲ ଥିଲେ । ପରିଚାଳନା ନିର୍ଦେଶକ ଜୋସେଫ ଲି , ଆନ୍ତର୍ଜାତିକ ଆଇନ ବିଭାଗ ର ପଶ୍ଚିମ ବୁସାନ ଶାଖା ର ଅଧଖ୍ୟା ରୋସାଳିନ ଏସଇଓ ପ୍ରମୁଖ ସାମିଲ ଥିଲେ । ରାଜ୍ୟସଭା ସାଂସଦ ଏବଂ ଦକ୍ଷିଣ ଏସିଆ ସଂଯୋଜକ ଓଡିଶା ରେ ଶାନ୍ତି ଓ ଅନ୍ତର୍ଜାତୀୟ ସଂସ୍କୃତି ନେଇ କାର୍ଯ୍ୟ କରିବା କୁ ଅନୁରୋଧ କରିଥିଲେ । 

କିଶନ ଶର୍ମା, ଭବାନୀ ପାଟଣା 

Related posts

ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ବିଷମ କଟକ ସହର ଗସ୍ତ

Sunil Chandra Nayak

ଖଡ଼ିଆଳ ବ୍ଲକ ପାର୍ବତ୍ୟାଅଞ୍ଚଳ ରେ ବ୍ଲକ ଅଧ୍ୟକ୍ଷାଙ୍କ ସହ ବ୍ଲକ ପ୍ରଶାସନ

ସମାଜସେବୀକା ସବିତା ବେହେରା ଏବଂ ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ  ଙ୍କ  ପ୍ରଚେଷ୍ଟା ରେ କିଡନୀ ରୋଗୀ ଗୋବିନ୍ଦ ସିଂହ ଙ୍କ ମୁହଁରେ ହସ ଫୁଟିଲା 

Sunil Chandra Nayak

Leave a Comment

error: Content is protected !!