ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଳ୍ଲା ସିଭିଲ କୋଟଠାରେ ବିଜୟ ଉତ୍ସବ ପାଳିତ

ଆଜି ଢେଙ୍କାନାଳ ଜିଲ୍ଲା ସିଭିଲ କୋଟ ପରିସରରେ ଜିଲ୍ଲା ଓକିଲ ସଂଘର ନିର୍ବାଚନ ହୋଇଯାଇଛି। ସଂଘରେ ୬୮୪ ଜଣ ଓକିଲଙ୍କ ମଧ୍ୟରୁ ୬୩୪ ଜଣ ଭୋଟ ଦେଇଥିଲେ।ସକାଳ ୮ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ପରେ ୫ଟାରେ ଗଣତି ହୋଇଥିଲା। ଗୋପାଳ ଚନ୍ଦ୍ର ପାତ୍ର ସଭାପତି ଦ୍ଭାବେ ନିର୍ବାଚିତ ହୋଇଥିଲେ। ସଂପାଦକ ଭାବେ ପ୍ରସାନ୍ତ ସାହୁ ,ଯୁଗ୍ମ ସଂପାଦକ ଭାବେ ଅନନ୍ତ ଚରଣ ସାହୁ, ଉପ ସଭାପତି ଦ୍ଭାବେ ସରୋଜ କୁମାର ପାଢ଼ୀ, ବିଜୟଲାଭ କରିଛନ୍ତି। କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟଭାବେ ଶକ୍ତି ଦେବ, ମଳୟ ପାଣିଗ୍ରାହୀ ଓ ବିମାନନ୍ଦ ବିହାରୀ ନିଦ୍ଵନ୍ଦରେ ବିଜୟ ଲାଭ କରିଛନ୍ତି। ନିର୍ବାଚନ ଅଧିକାରି ଭାବେ ଶ୍ରୀଧର ମିଶ୍ର ପରିଚାଳନା କରିଥିଲେ। ବିଜୟ ପରେ କୋଟପରିଷରେ ବିଜୟୀ ପ୍ରାର୍ଥୀମାନେ ମିଠା ଖୁଆଖୋଇ ହୋଇ ବିଜୟ ଉତ୍ସବ ପାଳନ କରିଛନ୍ତି।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

କୁସଙ୍ଗ ରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ରାଜ୍ୟସଭା ସାଂସଦ 

masiha

Observing Independence day with a plantation.

masiha

ରାୟଗଡ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ,ଭl.ପ୍ର.ସେଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!