ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା

ଢେଙ୍କାନାଳ, ୨୯୩: ଢେଙ୍କାନାଳ ସହରସୁ ଆନନ୍ଦ ବଜାର ହୀରାସାଗର ପୋଖରୀ ଦକ୍ଷିଣ ପାର୍ଶ୍ବରେ ଥିବା ଶନିମନ୍ଦିର ପରିସରରେ ଥିବା ସାଇ ସାଗର ଧାମର ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ଭାଗିରଥୀ ସାଗରରୁ ସଂକୀର୍ତନ ଓ ୧୦୮ରୁ ଉର୍ଦ୍ଧ୍ବ ସାଇଭକ୍ତ ମହିଳାମାନେ କଳସ ପୂଜା କରି ଜଳ ଧାରଣ ପୂର୍ବକ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସାଇବାବାଙ୍କ ମନ୍ଦିରରେ ସ୍ଥାପନ କରିଥିଲେ । କଳସ ସ୍ଥାପନ ପରେ ଶୁଭଧ୍ୟାବାସ ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ଶ୍ରୀଶ୍ରୀ ଶିରିଡା ସାଇବାବାଙ୍କର ପ୍ରଥମ ବାର୍ଷିକୋତ୍ସବ ପାଳନ କରାଯିବ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ମାଆ ଗଙ୍ଗା ଦେବୀ ଙ୍କ ଯାତ୍ରା ସମ୍ପନ୍ନ

Sunil Chandra Nayak

ଆଜି ଠାରୁ ମଦନମୋହନଙ୍କର ପାଞ୍ଚ ଦିନ ବ୍ୟାପି ବେସ ଆରମ୍ଭ

ହରିଦ୍ଵାର ଶାନ୍ତିକୁଞ୍ଜ ର ଆନୁକୁଲ୍ୟ – ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ହେଲା ପରିକ୍ରମା 

masiha

Leave a Comment

error: Content is protected !!