ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁଏସ୍ଆଇ ସଂଗଠନର ନିଆରା କାର୍ଯ୍ୟକ୍ରମ , ଜନ୍ମ ଦିବସ ଉପଲକ୍ଷେ ପନିପରିବା ଚାରା ବଣ୍ଟନ ଓ ଚାରାରୋପଣ

ମୟୂରଭଞ୍ଜ-/୩୧/୦୩ (ମସିହା .) ୟୁଏସ୍ଆଇ ସଂଗଠନ କୁନି ସଦସ୍ୟା ଦୀପନ୍ବିତା ଦିବ୍ୟାଂଶୀ ଶତପଥୀଙ୍କ ପ୍ରଥମ ଜନ୍ମ ଦିବସ ଉପଲକ୍ଷେ ରାଜ୍ୟ ସଂଯୋଜକ ପ୍ରଶ୍ନ କୁମାର ଶତପଥୀଙ୍କ ଜରିଆରେ ତାଳଗାଁ ଓ ଦୁମାଡିହିର ମୋଟ ୧୦ଜଣ ଚାଷୀଙ୍କୁ ଲଙ୍କା,ବିଲାତି,ବାଇଗଣ,ପୋଇ ଚାରା ବଣ୍ଟନ ଓ କାନଖା,କାଣ୍ଡସର ଗାଁ ରେ ବୃକ୍ଷ ରୋପଣ କରାଯାଇଛି |ସଂଗଠନ ର ପ୍ରତିଷ୍ଠାତା ଅଖିଲ୍ କୁମାର ସାହୁ,ମ୍ୟାନେଜିଂ ଟ୍ରଷ୍ଟି ଡଃ ରଶ୍ମିରେଖା ସାହୁ,ଅଧ୍ୟକ୍ଷ ବନୋଜ ତ୍ରିପାଠୀ,ଆବାହକ ପ୍ରତୀକ୍ଷା ମିଶ୍ର, ସଂଯୋଜିକା ପିଙ୍କି ଶତପଥୀ,ସମାଜସେବୀ କିଶୋର କୁମାର ବେହେରା ପ୍ରମୁଖ ଜନ୍ମ ଦିବସରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପି ଏମ୍ କେନ୍ଦ୍ରୀୟ ବିଦ୍ୟାଳୟ ସି ବି ଏସ୍ ଇ ପରୀକ୍ଷାରେ ଶତ ପ୍ରତିଶତ ସଫଳତା 

ଗାଁ ରେ ୪ ଦିନ ବିଦ୍ୟୁତ ନ ଥିବାରୁ ବିଦ୍ୟୁତ ବିଭାଗର କର୍ମଚାରି ଙ୍କୁ ଅଟକ ରଖିଲେ ଗ୍ରାମବାସି

masiha

ହିନ୍ଦୋଳ ପଡ଼ାଗ୍ରାମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Leave a Comment

error: Content is protected !!