ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରାଠାରେ ଡମ୍ୱ ସମାଜ ପକ୍ଷରୁ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ 

ରୁପ୍ରା, ୩/୪ (ମନିସ ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ଡମ୍ୱ ସମାଜ ପକ୍ଷରୁ ଆଗାମୀ ୧୪ ତାରିଖ ଦିନ ସମ୍ବିଧାନ ପ୍ରଣେତା ଡା. ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳନ କରିବା ପାଇଁ ଆଜି ସଂଧ୍ୟାରେ ରୁପ୍ରା ସ୍ଥିତ ଆମ୍ବେଦକର ଛକ ଠାରେ ରୁପ୍ରା ଡମ୍ୱ ସମାଜର ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କିପରି ଶାନ୍ତି ଶୃଙ୍ଖଳା ମଧ୍ୟରେ ଏହି ଜନ୍ମ ଜୟନ୍ତୀ ପାଳନ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

“ଶାନ୍ତି ଓ ନ୍ୟାୟ କ୍ଷେତ୍ରରେ ଅବଦାନ ପାଇଁ NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ”

Sunil Chandra Nayak

ଭାଟପଡା ରେ ଶାଶୁ ବୋହୂ ସମିଳନୀ

masiha

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଙ୍କୁ ମାନୁନି ମନରେଗା ଯୋଜନା, ୪ ବ୍ଲକ ରେ ଚାଲିଛି ବେଧଢ଼କ ମେସିନ ରେ କାମ

Sunil Chandra Nayak

Leave a Comment

error: Content is protected !!