ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବଣିଜରାରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ମଣ୍ଡି ପ୍ରାଙ୍ଗଣରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ବିଜେପିର ବରିଷ୍ଠ ସଦସ୍ୟ ଅଜୟ ପାଣିଗହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର , ଜୁନାଗଡ଼ ଏନ ଏ ସି ନଗରପାଳ ମୁକେଶ ଅଗ୍ରୱାଲ ,ଯୁବ ନେତା ମନୋଜ ମେହେର , ମଣ୍ଡଳ ସଭାପତି ଅଂଶୁମାନ ଯୋଶୀ ,ଉପ ସଭାପତି ଅନାମ ମଙ୍ଗରାଜ ,ସାଧାରଣ ସମ୍ପାଦକ ରାଜିନ୍ଦ୍ର ନ।ଏକ ପ୍ରମୁଖ ଉପସ୍ଥିତ ରହି ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ବିଜେପିର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା ।ଏଥିରେ ବିଜେପିର ଗଜାନନ ଲହଜଳ ,ଅଷ୍ଟାଙ୍ଗ ଭାଟି ,ଅଶ୍ୱବିନ ମେହେର ,ଦିଲିପ ଗୁରୁ ଏବଂ ଅକ୍ଷୟ ଭାଟି ପ୍ରମୁଖ ଉପସ୍ଥିତ ରହି ଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଆସନ୍ତା ୨୭ ରେ ବି ଜେ ପି ରାଜ୍ୟ ସଭାପତି ଙ୍କ ଜୁନାଗଡ଼ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ନୂଆପଡ଼ା ଜିଲ୍ଲା କୋମନା ଏବଂ ଖରୀଆର ରୋଡ ରେ ବିଜେପି କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା ଦେବୀଙ୍କ ମାରାଥନ ନିର୍ବାଚନ ପ୍ରଚାର 

masiha

ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଓଡିଶାରେ ବିଜେପିର ଜୟଯାତ୍ରାର ଆଉ ଗୋଟିଏ ଫର୍ଦ୍ଦ ଆଜି ଯୋଡି ହୋଇଛି : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

Leave a Comment

error: Content is protected !!