ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପରଜଙ୍ଗ ରେ ମୋହା ସମାରହରେ ଗାନ୍ଧୀ ଜୟନ୍ତୀ ପାଳନ

ପରଜଙ୍ଗ ରେ ମୋହା ସମାରହରେ ଗାନ୍ଧୀ ଜୟନ୍ତୀ ପାଳନ

କାମାକ୍ଷାନଗର (ମନିସ )4/10/23 // ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରାଓଡ଼ିଶାରେ ଗାନ୍ଧୀ ଜୟନ୍ତୀ ଅବସରରେ ଜନସଂପର୍କ ପଦଯାତ୍ରା ର ଶୁଭାରମ୍ଭ ହୋଇଥିବାବେଳେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ସହରରେ ଜନ ସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀ ଅବସରରେ ଶୁଭାରମ୍ଭ ହୋଇଛି ! ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଙ୍କ ନେତୃତ୍ୱରେ ପରଜଙ୍ଗ ପାଣି ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା। ଏଥିରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବ ନେତା ଅସିତ୍ କୁମାର ରାୟ ଚୌଧୁରୀ(ଚିଣ୍ଟୁ ଭାଇ),ଜିଲ୍ଲାପରିଷଦ ଅଧକ୍ଷା ବିଳାସିନୀ ସେଠୀ,ଜିଲ୍ଲାପରିଷଦ ସଦସ୍ୟା ରୁନୁ ବର୍ମା,ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ,ବିଜୁ ଜନତା ଦଳ ଜିଲ୍ଲା ଉପସଭାପତି ଗୌତମ ପାଣି,ବିଜୁ ଯୁବ ସଭାପତି ସୁବ୍ରତ ଦାସ,ବିଜୁ ଛାତ୍ର ସଭାପତି ପ୍ରୀୟଜିତ୍ ସାମଲ, ବିଜେଡି ଜିଲ୍ଲା ସମ୍ପାଦକ ନିର୍ମଳ ବାରିକ,ବିଜୁ ଯୁବ ଜିଲାସମ୍ପାଦକ ପ୍ରଦୀପ ବେହେରା,ଶ୍ରମିକ ନେତା ଦିଲ୍ଲୀପ ବର୍ମା,ଜମ୍ବେଶ୍ଵର ବର୍ମା, ସଭା ରେ ଉପସ୍ଥିତ ଥିଲେ ବିଜେଡି ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି ,ସଭା ପରିଚାଳନା କରିଥିଲେ ବିଜୁ ଜନତା ଦଳର ଯୁବ ଛାତ୍ର ଓ ମହିଳା ଓ ବରିଷ୍ଠ ନେତୃବୃନ୍ଦ ଯୋଗଦାନ କରିଥିଲେ

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ବାଲିଗୁଡା ଗସ୍ତ : ତୃଣମୂଳ ସ୍ତରରେ କଂଗ୍ରେସକୁ ମଜଭୂତ କରିବାକୁ ଆହ୍ୱାନ

Sunil Chandra Nayak

ସିଜିମାଳି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି ଆଦିବାସୀ ମାନଙ୍କ ଉପରେ ବର୍ବରୋଚିତ କାଣ୍ଡ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ନୀତିକୁ ପ୍ରଦର୍ଷିତ କରୁଛି: ବିଜେଡି

Sunil Chandra Nayak

ଜିଲ୍ଲାରେ ଅନୁଷ୍ଠିତ ହେବ ବିଜେପିର ନୂତନ ସଦସ୍ୟତା ଅଭିଯାନ କର୍ମଶାଳା 

masiha

Leave a Comment

error: Content is protected !!