ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆନନ୍ଦ ବଜାର ମା କାମନା କାଳୀଙ୍କ ପିଠରେ ମେରୁ ପର୍ବ ପାଳିତ

ଢେଙ୍କାନାଳ ଆନନ୍ଦ ବଜାର ସ୍ଥିତ ମା କାମନାକାଳୀଙ୍କ ପିଠରେ ମେରୁ ପର୍ବ ପାଳିତ ହୋଇଯାଇଛି। ପ୍ରାତଃ ରୁ ମାଙ୍କ ନିତି କାନ୍ତି ପାଳନ ପରେ ମଧ୍ୟାହ୍ନ ସମୟରେ ମା’ଙ୍କୁ ମାଜଣା କରାଯାଇଥିଲା। ମାଜଣା ପରେ ଧୂଳି ଦଣ୍ଡ ପରିବେଷଣ କରାଯାଇଥିଲା।ପରେ ପରେ ଝାମୁଗାତରେ ଅଗ୍ନି ସଂଯୋଗ କରାଯାଇଥିଲା। ସ୍ଥାନୀୟ ପୁଷ୍କରିଣୀ କୁ ଯାଇ ପୂଜାର୍ଚ୍ଚନା, ବାଲୁକାପୂଜା କରାଯିବାରେ ଭକ୍ତ ମାନେ ଅଗ୍ନି ରେ ଚାଲିଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ଆଜି ପବିତ୍ର ମହା ଶିବରାତ୍ରି , ଧର୍ମଗଡର ପାରଦେଶ୍ୱର ମନ୍ଦିର ଆଜି ଚଳଚଞ୍ଚଳ

Sunil Chandra Nayak

ଅସୁରଗଡ଼ରେ ବୈଦିକ ମହାଯଜ୍ଞ

masiha

୧୧ ଦିନରେ ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ବନଖଣ୍ଡ କାର୍ଯ୍ୟାଳୟ ପରିଦର୍ଶନ କରି ଆସିଲେ  

Leave a Comment

error: Content is protected !!