ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆନନ୍ଦ ବଜାର ମା କାମନା କାଳୀଙ୍କ ପିଠରେ ମେରୁ ପର୍ବ ପାଳିତ

ଢେଙ୍କାନାଳ ଆନନ୍ଦ ବଜାର ସ୍ଥିତ ମା କାମନାକାଳୀଙ୍କ ପିଠରେ ମେରୁ ପର୍ବ ପାଳିତ ହୋଇଯାଇଛି। ପ୍ରାତଃ ରୁ ମାଙ୍କ ନିତି କାନ୍ତି ପାଳନ ପରେ ମଧ୍ୟାହ୍ନ ସମୟରେ ମା’ଙ୍କୁ ମାଜଣା କରାଯାଇଥିଲା। ମାଜଣା ପରେ ଧୂଳି ଦଣ୍ଡ ପରିବେଷଣ କରାଯାଇଥିଲା।ପରେ ପରେ ଝାମୁଗାତରେ ଅଗ୍ନି ସଂଯୋଗ କରାଯାଇଥିଲା। ସ୍ଥାନୀୟ ପୁଷ୍କରିଣୀ କୁ ଯାଇ ପୂଜାର୍ଚ୍ଚନା, ବାଲୁକାପୂଜା କରାଯିବାରେ ଭକ୍ତ ମାନେ ଅଗ୍ନି ରେ ଚାଲିଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା 

Sunil Chandra Nayak

ମହାସମାରୋହରେ ମାତା ପାର୍ବତୀ ଙ୍କ ସହ ଜଳେଶ୍ୱର ଦେବଙ୍କ ଦିବ୍ୟ ବିବାହ ସମ୍ପନ୍ନ

Sunil Chandra Nayak

ମହାସମାରୋହରେ ଚାଲିଛି ମାଘ ପୂର୍ଣମୀ ଓ ମାଘ ପୁରାଣ ପାଠ 

Sunil Chandra Nayak

Leave a Comment

error: Content is protected !!