ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେରୁ ଉପଲକ୍ଷେ ଦଣ୍ଡ ନୃତ୍ୟ

ଆଜି ଢେଙ୍କାନାଳ ମହାବୀର ବଜାର ଠାରେ ଆନନ୍ଦ ବଜାର ମା କାମନା କାଳୀଙ୍କ ଦଣ୍ଡ ନୃତ୍ୟ ତରଫରୁ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଭାତ ଫେରି, ଦଣ୍ଡ ନୃତ୍ୟ ବନ୍ଦନା,ହାଡ଼ି ହାଡିଆଣୀ, ଶିବ ପାର୍ବତୀ, ଓ ବିଭିନ୍ନ ପ୍ରକାରର ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା। ଦେଖିବା ପାଇଁ ବହୁତ ଭକ୍ତ ମାନଙ୍କ ଭିଡ଼ ଜମିଥିଲା ଏହି କାର୍ଯ୍ୟକ୍ରମ ଶେଷରେ ମା ମନ୍ଦିରକୁ ମଧ୍ୟରାତ୍ର ରେ ଦଣ୍ଡ ଛପିବେ।

ଶୁଭମ ପାଣି ଙ୍କ ରିପୋର୍ଟ 

 

Related posts

୭୫ ତମ ସମ୍ବିଧାନ ଦିବସକୁ ଧୁମଧାମରେ ପାଳନ କଲେ କଲମପୁରବାସୀ 

masiha

ସୁଲାଇପାଟ ସରକାରୀ ଉଚ୍ଚ ବିଦ୍ଯାଳୟରେ ବେଆଇନ ରୋଷେୟା ନିଯୁକ୍ତି ନେଇ ମହିଳାଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Sunil Chandra Nayak

ନେକ୍ସଟ୍ ଜେନ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ବାଦଲଦେଇରେ ସ୍ୱାଧୀନତା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!