ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗ ର ବଡ଼ ସଫଳତା ଦେଶୀ ମହୁଲି ମଦ ସହିତ ଏକ ୱଙ୍ଗନର କାର ସହିତ ଜଣେ ଅଟକ

କାମାକ୍ଷାନଗର (ମ ନି ସ)17/04_ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଗତକାଲି ବିଳମ୍ବିତ ରାତିରେ ଅବକାରୀ ବିଭାଗ ବିଶେଷ ସୁତ୍ର ରୁ ଖବର ପାଇ ପ୍ରେଟୋଲିଙ୍ଗ କରୁଥିବା ସମୟରେ ଚାନ୍ଦପୁରରୋଡ଼ ଠାରେ ଏକ ୱଗନର କାର ରେ ଦେଶୀ ମହୁଲି ମଦ ନେଇ ଯାଉ ଥିବା ସମୟ ରେ କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ବିଭାଗ ର ମିଳିତ ଚଢ଼ାଉ ଫଳ ରେ ଗାଡି ଟିକୁ ଜବତ କରାଯାଇଥିଲା ଓ ଜଣକୁ ଗିରଫ କରାଯାଇ ଥିଲା ଗିରଫ ହୋଇ ଥିବା ବ୍ୟକ୍ତି ଜଣକ ହେଲେ ଆମ୍ବପଲାଶ ଗ୍ରାମର ସାହେଵ ମହାପାତ୍ର ବୟସ 32 ,ପିତା ନାମ ସୁଶାନ୍ତ ମହାପାତ୍ର ତାଙ୍କ ଠାରୁ 450 ଲିଟର ଦେଶୀ ମହୁଲି ମଦ ଜବତ କରାଯଇଛି ଓ ଖବର ଅନୁଯାଇ ଅଭିଯୁକ୍ତ କୁ ଆଜି ସକାଳ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରି କୋଟ ଚାଲାଣ କରାଯଇଛି ଅବକାରୀ ବିଭାଗ ର ଏପରି କାର୍ଯ୍ୟ ଦକ୍ଷତା କୁ ବେଶ ପ୍ରଶଂସା କରାଯାଉଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବହୁ ଚର୍ଚ୍ଚିତ ଵହଳଦା ଷ୍ଟେଟ ବ୍ୟାଙ୍କରଜ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଘଟଣାର ପର୍ଦ୍ଧାଫାଶ କଲା ମୟୂରଭଞ୍ଜ ପୋଲିସ; ବିହାର ରାଜ୍ୟର ୨ ଦୁର୍ଦାନ୍ତ ଡକାୟତଙ୍କୁ ବାନ୍ଧିଲା ପୋଲିସ ; ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି; ସଫଳତା ପଛରେ ଚଷମା ଓ ଛୁରୀ 

masiha

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ : ବାରି ପଛ ପଟୁ ସ୍ୱାମୀଙ୍କୁ ଗିରଫ କଲା ପୋଲିସ

masiha

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨ ଗିରଫ ସହ ୯ ମାମଲା ରୁଜୁ

Sunil Chandra Nayak

Leave a Comment

error: Content is protected !!