ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରଥଯାତ୍ରା-୨୦୨୩ କମିଟିର ଅଧ୍ୟକ୍ଷ ଭାବେ ଅଭିଷେକ ପଟ୍ଟନାୟକ ମନୋନୀତ

ମୟୂରଭଞ୍ଜ – ( ମସିହା) ରାଇରଙ୍ଗପୁର ସହରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ରଥଯାତ୍ରା କମିଟିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ଏଥିରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର, ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସ,ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ମୋରଡା ବିଧାୟକ ରାଜ କିଶୋର ଦାସ,ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ଯକ୍ଷ ଅଭିଶେକ ପଟ୍ଟନାୟକ,ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ବିଜେପି ରାଜ୍ୟ ସଭାପତି ନବୀନ ରାମ,ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା, କୃଷ୍ଣ ବିହାରୀ ମହାନ୍ତି,ମନୋରଞ୍ଜନ ମହାନ୍ତି , ଶୁଶାନ୍ତ ଚୌଧୁରୀ, ସୁଶାନ୍ତ କୁମାର ମିଶ୍ର , ଗ୍ରାମୀଣ ବିଜୁ ସେତୁ ଉପଦେଷ୍ଟା ସଦସ୍ୟ ରତିକାନ୍ତ ପରୀକ୍ଷା, ଗ୍ରାମୀଣ ବିଦ୍ୟୁତ ବିଭାଗ ଉପଦେଷ୍ଟା ସଦସ୍ୟ ଦୀପ୍ତିମାନ ବଳ, ମହାବୀର ଅଗ୍ରୱାଲ, ଶିବୁ ଅଗ୍ରୱାଲ,ଅଶୋକ ଅଗ୍ରୱାଲ, ଶାଶ୍ବତ ବଳ, ଦେବୋତ୍ତର ବିଭାଗର ପ୍ରସାଦ ବେହେରା,ଦୀନେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସର୍ବସମ୍ମତିକ୍ରମେ ଚଳିତ ବର୍ଷ ପାଇଁ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ଯକ୍ଷ ଅଭିଶେକ ପଟ୍ଟନାୟକଙ୍କୁ ରଥଯାତ୍ରା କମିଟୀର ସଭାପତି ଭାବେ ମନୋନୀତ କରାଯାଇଥିଲା | ଆଗାମୀ ରଥଯାତ୍ରା କିପରି ଶାନ୍ତିଶୃଙ୍ଖଳା ସହ ସମାପନ ହେବ ଓ ଶ୍ରୀ ମନ୍ଦିରର ବିଭିନ୍ନ ଉନ୍ନତିକରଣ ଯୋଜନା ବିଷୟରେ ମନ୍ତବ୍ୟ ପ୍ରକାଶ କରିଥିଲେ |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ପୂର୍ବ କାଳରୁ ଦଖଲରେ ଥିବା ଜଗଂଲ ଜମି ରେ ଆଦିବାସୀ ମାନେ ଲାଲ ପତାକା ପୋତିଲେ 

masiha

ତିରିଂ ଥାନା !ଗର୍ଭବତୀ ମହିଳାଙ୍କ ଅପମୃତ୍ୟୁ, ଶଶୁର ଘର ଲୋକେ ଗ୍ରହଣ କଲେନି, ବାପଘର ଲୋକେ ଶ୍ମଶାନ ଘାଟରେ ଶବଦାହ କଲେ

Sunil Chandra Nayak

ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ବିଦ୍ୟାଳୟରେ ଯୋଗଦାନ 

masiha

Leave a Comment

error: Content is protected !!