ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରଥଯାତ୍ରା-୨୦୨୩ କମିଟିର ଅଧ୍ୟକ୍ଷ ଭାବେ ଅଭିଷେକ ପଟ୍ଟନାୟକ ମନୋନୀତ

ମୟୂରଭଞ୍ଜ – ( ମସିହା) ରାଇରଙ୍ଗପୁର ସହରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ରଥଯାତ୍ରା କମିଟିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ଏଥିରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର, ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସ,ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ମୋରଡା ବିଧାୟକ ରାଜ କିଶୋର ଦାସ,ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ଯକ୍ଷ ଅଭିଶେକ ପଟ୍ଟନାୟକ,ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ବିଜେପି ରାଜ୍ୟ ସଭାପତି ନବୀନ ରାମ,ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା, କୃଷ୍ଣ ବିହାରୀ ମହାନ୍ତି,ମନୋରଞ୍ଜନ ମହାନ୍ତି , ଶୁଶାନ୍ତ ଚୌଧୁରୀ, ସୁଶାନ୍ତ କୁମାର ମିଶ୍ର , ଗ୍ରାମୀଣ ବିଜୁ ସେତୁ ଉପଦେଷ୍ଟା ସଦସ୍ୟ ରତିକାନ୍ତ ପରୀକ୍ଷା, ଗ୍ରାମୀଣ ବିଦ୍ୟୁତ ବିଭାଗ ଉପଦେଷ୍ଟା ସଦସ୍ୟ ଦୀପ୍ତିମାନ ବଳ, ମହାବୀର ଅଗ୍ରୱାଲ, ଶିବୁ ଅଗ୍ରୱାଲ,ଅଶୋକ ଅଗ୍ରୱାଲ, ଶାଶ୍ବତ ବଳ, ଦେବୋତ୍ତର ବିଭାଗର ପ୍ରସାଦ ବେହେରା,ଦୀନେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସର୍ବସମ୍ମତିକ୍ରମେ ଚଳିତ ବର୍ଷ ପାଇଁ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ଯକ୍ଷ ଅଭିଶେକ ପଟ୍ଟନାୟକଙ୍କୁ ରଥଯାତ୍ରା କମିଟୀର ସଭାପତି ଭାବେ ମନୋନୀତ କରାଯାଇଥିଲା | ଆଗାମୀ ରଥଯାତ୍ରା କିପରି ଶାନ୍ତିଶୃଙ୍ଖଳା ସହ ସମାପନ ହେବ ଓ ଶ୍ରୀ ମନ୍ଦିରର ବିଭିନ୍ନ ଉନ୍ନତିକରଣ ଯୋଜନା ବିଷୟରେ ମନ୍ତବ୍ୟ ପ୍ରକାଶ କରିଥିଲେ |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ ! !

Sunil Chandra Nayak

ଶ୍ରୀ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ଧୁମ ଧାମ ରେ ପାଳିଲେ ଗୁଡିଘାଟ ଗ୍ରାମବାସୀ 

masiha

ଯୁବରାଜପୁର ଲ୍ୟାମ୍ପ ତରଫରୁ ମହୁଲ ପାଟଣା ଠାରେ ଋଣ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort