ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ରାସ୍ତାର ୨୦ ଫୁଟ ତଳକୁ ଖସି ରେଳ ଧାରଣା ଉପରେ ଟ୍ରକ/ ଡ୍ରାଇଭର ଗୁରୁତର

 କାମାକ୍ଷାନଗର (ମ ନି ସ)୦୪/୦୫_ଭାରସାମ୍ୟ ହରାଇ ରାସ୍ତାରୁ ୨୦ ଫୁଟ ତଳକୁ ଖସି ରେଳ ଲାଇନ ଉପରେ ପଡିଛି ହାଇଓ୍ବା। ଗାଡି ନମ୍ବର OD04N 1096। ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଛକ ନିକଟ ଓଭରବ୍ରିଜରେ। ହାଇଓ୍ବାଟି ଡୁବୁରିରୁ ବାହାରି ବାଲିବୋଝେଇ କରିବାକୁ ଯମୁନାକୋଟ ଓଢଣା ବାଲିଘାଟ ଯାଉଥିଲା। ତେବେ ଡ୍ରାଇଭର ପ୍ରଶାନ୍ତ ପାତ୍ରକୁ ୧୦୮ ସହାୟତାରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିବା ବେଳେ ତାର ଅଣ୍ଟାରେ ଅଧିକ ଯନ୍ତ୍ରଣା ହେଉଥିବା ଜଣାଯାଇଛି। ଅପରପକ୍ଷେ ମାଲବୋଝେଇ ରେଳ ଏହି ରେଳ ଧାରଣା ଦେଇ ଯାତୟାତ କରୁଥିବାରୁ ବିପଦ ଥିବା ଅଞ୍ଚଳବାସୀ ଜଣାଇଛନ୍ତି।ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସାଂସଦ ଏବଂ ବିଧାୟକ ଙ୍କ ଝରିଗାଁ ବ୍ଲକ ରେ ତୋଫାନୀ ଗସ୍ତ

Sunil Chandra Nayak

ଗାରିଡ଼ିରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାନୀ ୩୦ ଟି ଅଭିଯୋଗ ଶୁଣିଲେ ବିଡ଼ିଓ 

masiha

ଏକ୍ସ-କ୍ୟାଡର ଜିଲା ପ୍ରାଥମିକ ଶିକ୍ଷକ ସଂଘ ର ଜିଲା ସ୍ତରୀୟ ବୈଠକ

Sunil Chandra Nayak

Leave a Comment

error: Content is protected !!