ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀଙ୍କ ଦ୍ଵାରା ବହୁବିଧ ଜନମଙ୍ଗଳ କାର୍ଯ୍ୟ ସମ୍ପନ୍ନ

ଢେ଼ଙ୍କାନାଳ(ମ ନି ସ) ୦୩/୦୫_ ଆଜି ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକଙ୍କ ଦ୍ଵାରା ପାଟଲା ଗ୍ରାମ ପଞ୍ଚାୟତର ବାଙ୍କିଡି ଗ୍ରାମ କୋଠଘର ଉଦ୍ଘାଟିତ ହୋଇ ଯାଇଛି l ତତ୍ ସହ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହ ଲୋକମନଙ୍କ ବିଭିନ୍ନ ସମସ୍ୟା ବୁଝି ସେଗୁଡିକୁ କାର୍ଯ୍ୟକାରୀ କରିବାକୁ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି l ଏତଦବ୍ୟତୀତ ରଞ୍ଜାଗୋଳ ମଠ ପରିଦର୍ଶନରେ ଯାଇ ମଠ ର ଉନ୍ନତି କରଣ ନିମନ୍ତେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ସରପଂଚ ବାବୁଲିସାହୁ,ସମାଜସେବୀ ଧରଣୀଧର ପାଲ୍,କନ୍ତିମିଲି ପଂଚାୟତର ଜନ ପ୍ରତିନିଧି ସମେତ ବହୁ ବିଜେଡ଼ି କର୍ମୀ ଏଥିରେ ସାମିଲ ହୋଇ କାର୍ଯକ୍ରମକୁ ସଫଳ କରିଛନ୍ତି ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଓଡିଶା ଟପ୍ପର ଜୁନାଗଡ଼ର ଝିଅ ଆଦ୍ୟାସା ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସଚେତନ ନାଗରିକ ମଞ୍ଚ ର କର୍ମକର୍ତ୍ତା 

masiha

କାମାକ୍ଷାନଗର ସହରର ବିଶିଷ୍ଟ ଆଳୁ ବ୍ୟବସାୟୀଙ୍କ ହୃଦଘାତରେ ଅକାଳ ବିୟୋଗ 

masiha

Leave a Comment

error: Content is protected !!