ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚଳାନପଡା ଅଂଚଳ ନୂତନ କମିଟି ଗଠିତ

ସୋମବାର ଅପରାହ୍ନ 5ଘଂ ସମୟରେ ଖଡ଼ିଆଳ ପାଟଣା କ୍ଷତ୍ରୀୟ ସମାଜ ଅନ୍ତର୍ଗତ ଚଳାନପଡା ଗ୍ରାମ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ପ୍ରସ୍ତାବ ଆଗତ କରାଯାଇଥିଲା ଯେ ଚଳାନପଡା ଅଂଚଳ କମିଟି 5ବର୍ଷ ପୂରଣ ହୋଇଥିବାରୁ କୁଳପତି ଙ୍କ ନିର୍ଦେଶ କ୍ରମେ ନୂତନ କମିଟି ଗଠନ କରାଯାଉ l ଉକ୍ତ ପ୍ରସ୍ତାବ ରେ ଉପସ୍ଥିତ ସମସ୍ତ କ୍ଷତ୍ରିୟ ବନ୍ଧୁ ଙ୍କ ସର୍ବସମ୍ମତି କ୍ରମେ ନୂତନ ଅଂଚଳ କମିଟି ଗଠନ କରାଗଲା l ଅଂଚଳ ର ନୂତନ କମିଟି ରେ ସଭାପତି- ବଳଦେବ ରାଉତ, ସମ୍ପାଦକ – ପ୍ରହଲ୍ଲାଦ ପଣ୍ଡା, ଉପସଭାପତି – ଭାବଗ୍ରାହୀ ବାରିକ, ସହସମ୍ପାଦକ – ଅନନ୍ତ କୁମାର ବାରିକ, କୋଷାଧକ୍ଷ -ହରିଶ୍ଚନ୍ଦ୍ର ରାଉତ, କେନ୍ଦ୍ର ସଦସ୍ୟ 1-ଶୁଖୁରାମ ବାରିକ, କେନ୍ଦ୍ର ସଦସ୍ୟ 2- ରାଜ କପୁର ବାରିକ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସୁଧlକର ବାରିକ, ନରେଶ କୁମାର ବାରିକ, ସହଦେଵ ରାଉତ, ସଞ୍ଜୟ କୁମାର ଚଳାନ, ଦୟାନିଧି ଚଳାନ, ଧବଳେଶ୍ୱର ଚଳାନ, ଭାନୁ ପ୍ରତାପ ସିଂ ବାରିକ, ଦୁଷ୍ମନ୍ତ ରାଉତ, ବଟକୃଷ୍ଣ ବାରିକ, ଦିଲୀପ କୁମାର ଚଳାନ, ସୁରେଶ କୁମାର ରାଉତ, ରାଧା ରମଣ ଦଣ୍ଡସେନା, ଭୀଷ୍ମ ନାରାୟଣ ଦଣ୍ଡସେନା, ପ୍ରଶାନ୍ତ କୁମାର ବାରିକ, ହୀରାଟି ନାୟକ, କୃଷ୍ଣ ବଲ୍ଲଭ ସିଂ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୋକସରା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଗୌତମ କଚିମ ଙ୍କ କବିତା ମୋବାଇଲ ପାଠ ପଢ଼ା

ଉମାକାନ୍ତ ଦାସ ଙ୍କ ଗଳ୍ପ ପ୍ରକୃତ ବନ୍ଧୁ

Sunil Chandra Nayak

Leave a Comment

error: Content is protected !!