ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଗତସିଂହପୁର ତହସିଲଦାର ଜବତ କଲେ ଦୁଇଟି ହାଇୱା

ଜଗତସିଂହପୁର :- ଯେତେ କଟକଣା ଲାଗୁ କଲେବି ହାଇୱା ଚାଳକ ନିୟମ ବାହାରେ କାର୍ଯ୍ୟ କରି ଚାଲିଛନ୍ତି ! ପ୍ରତି ମୁହୂର୍ତ୍ତରେ ଓବରଲୋଡିଂ ମାଲ ବହନକରି ଯିବାଆସିବାରେ ସାଧାରଣ ଲୋକଙ୍କ ବିପଦର କାରଣ ହେଉଛନ୍ତି ! ସେଇପରି ଏକ ସମସ୍ୟା ଉପୁଯାଉଥିବା ଦୁଇଟି ଓବରଲୋଡିଂ ହାଇୱା କୁ ଜଗତସିଂହପୁର ତହସିଲଦାର ଚାଟ୍ରା ସୋମନାଥ ହାଟ ନିକଟସ୍ଥ ଜନଗହଳି ରାସ୍ତା ଉପରୁ ଜବତ କରି ଫାଇନ ଲଗାଇଛନ୍ତି ! ହାଇୱା ଦୁଇଟିର ନମ୍ବର ଯଥାକ୍ରମେ OD 21 0121ଓ OD 21- 0-1214 ରହିଥିବା ବେଳେ ଗାଡି ଦୁଇଟିର କାଗଜପତ୍ର ଯାଞ୍ଚ କରାଯାଇ ଓବରଲୋଡିଂ ପାଇଁ ଫାଇନ ଲଗାଇ ସ୍ଥାନୀୟ ପୋଲିସଙ୍କ ଜିମା ଦିଆଯାଇଛି ! ବିଶେଷ ସୂତ୍ରରୁ ପ୍ରକାଶ ଯେ ଯାଞ୍ଚ ପରେ ଗାଡି ଦୁଇଟିକୁ ଛାଡି ଦିଆଯାଇ ପାରେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ସାମ୍ବାଦିକଙ୍କ ଘରେ କଳା କନା ବୁଲାଇଲେ ; ଘରେ ପଶି ଲ୍ୟାପଟପ୍ କମ୍ପ୍ୟୁଟର, ସୁନାଗହଣା ଓ ନଗଦ ଟଙ୍କା ଚୋରି

Sunil Chandra Nayak

ରାଇରଙ୍ଗପୁର କୋର୍ଟ;ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଆସାମୀକୁ ୭ ବର୍ଷ କାରାଦଣ୍ଡ 

masiha

Nearly 300 Kg of Suspected Stolen Copper Wire Seized in Muniguda One Arrested; Car and Digital Weighing Machine Also Confiscated

Sunil Chandra Nayak

Leave a Comment

error: Content is protected !!