ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓ ଇ ଏସ ପାଇଲେ ଚକୁଳି ଗ୍ରାମର ମଧୁସ୍ମିତା

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମହିଚଳ। ଗ୍ରାମପାୟତର ଚକୁଳି ଗ୍ରାମର ସ୍ବର୍ଗତ ଅନାମ ନ।ଏକ ଙ୍କ ଝିଅ ମଧୁସ୍ମିତା ନ।ଏକ ଓଡିଶା ଏଜୁକେଶନ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି ।ସ୍ବର୍ଗତ ଅନାମ ନ।ଏକ ଜୟପାଟଣା ବ୍ଲକରେ ବି ଏସ ଏସ ଓ ଭାବରେ କାର୍ଯ୍ୟକରୁଥିଲେ ।ବାପାଙ୍କ ମୃତ୍ୟୁ ପରେ ଝିଅ ମଧୁସ୍ମିତା ବଡ଼ ବାପା ବସନ୍ତ ନ।ଏକ ଜଣେ ଆଦର୍ଶ ଶିକ୍ଷକ ଥିଲେ ।ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମଧୁସ୍ମିତା ଓ ଇ ଏ ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସେ ପ୍ରକାଶ କରିଛନ୍ତି ।ବର୍ତ୍ତମାନ ମଧୁସ୍ମିତା ନ।ଏକ କୋକସର। ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲେ ନବନିର୍ବାଚିତ କର୍ମକର୍ତ୍ତା

masiha

ନବରଙ୍ଗପୁରଠାରେ ଶିଶୁ ଏବଂ କିଶୋର କିଶୋରୀମାନଙ୍କ ହୃଦରୋଗ ଚିହ୍ନଟୀକରଣ ଶିବିରଅନୁଷ୍ଠିତ 

masiha

ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ସ୍ବାସ୍ଥ୍ୟ ସମସ୍ୟା, ମୁମ୍ବାଇ ଠାରେ ଚିକିତ୍ସା ପାଇଁ ଆକାଶ ମାର୍ଗ ରେ ସ୍ଥାନାନ୍ତରିତ 

masiha

Leave a Comment

error: Content is protected !!