ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବିକତା ଦେଖେଇଲେ ଗୌରୀ ମାଝି

ତେନ୍ତୁଳିଖୁଣ୍ଟି 17 05/23-)ବିଜେପି ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ଶ୍ରୀ ଗୈରି ମାଝୀ ସହ ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ମାଝୀ ମାନବିକତା ଦେଖେଇଲେ। ଚିତ୍ରକୋଟ ଗ୍ରାମର ହିରକାନ୍ତ ସୁନା ଭାଇ ମେଣ୍ଟ୍ରି ଗ୍ରାମ ଛକରେ ନିଜ ବାଇକରେ ଯାଉଥିଲା ବେଳେ ଦୁର୍ଘଟଣା ଗସ୍ତ ହୋଇଥିଲେ। ତାଙ୍କ ଗୋଡରେ ଗଭୀର ଆଘାତ ହୋଇଥିଲା। ଏହି ସମୟରେ ସେହି ରାସ୍ତା ଦେଇ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ଗୈରି ଭାଇ ଯାଉଥିବା ସମୟରେ ହିରକାନ୍ତ ଭାଇଙ୍କୁ ନିଜ କାରରେ ଡାକ୍ତରଖାନା ନେବା ପାଇଁ ଚେଷ୍ଟା କରିଥିଲେ। କିଛି ଅସୁବିଧା ହେବା ଯଗୁଁ ସେ ଆମ୍ବୁଲାନ୍ସ ର ବ୍ୟବସ୍ଥା କରିଥିଲେ ଏବଂ ଗ୍ରାମ ସଂବୁ ବିଷୋୟୀ, ହିମାଂଶୁ ବିଷୋୟୀ ,ସହ ଲୋକଙ୍କ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚାଇଥିଲେ।ଏହି ମାନବିକତାପୁର୍ଣ୍ଣ କାର୍ଯ୍ୟ ପାଇଁ ଗ୍ରୁପ ତରଫରୁ ଶ୍ରୀ ଗୈରି ମାଝୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ହିରକାନ୍ତ ସୁନା ର ଶୀଘ୍ର ସୁସ୍ଥତା ପାଇଁ ଭଗବାନଙ୍କ ନିକଟରେ ପାର୍ଥନା  କରୁଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବାମନଘାଟୀ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ ଭାରତୀୟ ପ୍ରଶlସନିକ ସେବା ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ

masiha

ମାଁ ମାଣିକେଶ୍ବରୀ ଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ଯରେ ଲୋକେ ଶ୍ରମଦାନ କଲେ

Sunil Chandra Nayak

ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ (ନାସ) ର ମେନେଜିଙ୍ଗ କମିଟି ଚୟନ ପ୍ରକ୍ରିୟା ସମ୍ପନ୍ନ 

masiha

Leave a Comment

error: Content is protected !!