ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ୟାଟ୍ରିକରେ ବି.ବି.ହାଇସ୍କୁଲ ଶତ ପ୍ରତିଶତ ସଫଳତା

ଢେ଼ଙ୍କାନାଳ(ମ ସୀ ହା)୧୮/୦୫_ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ୯୯.୪ ପ୍ରତିଶତ ସଫଳତା ମିଳିଛି। ବି ବି ହାଇସ୍କୁଲ ର ମୋଟ ୧୬୮ ଛାତ୍ରଛାତ୍ରୀ ଚଳିତବର୍ଷ ମ୍ୟାଟ୍ରିକ୍‍ ପରୀକ୍ଷା ଦେଇଥିବା ବେଳେ A1, ରେ ୩ ଜଣ A2 ରେ ୬ ଜଣ B1 ରେ ୩୫ ଜଣ B2 ରେ ୩୬ ଜଣ,C ରେ ୫୧ ଜଣ,D ରେ ୨୮ ଜଣ.E ରେ ୧୮ ଜଣ ଓ D ରେ ଜଣେ ପାସ କରିଛନ୍ତି l 

ଯେଉଁ ତିନି ଜଣ ସଫଳତା ସହ A1 ରେ କୃତିତ୍ୱ ହାସଲ କରିଛନ୍ତି ସେମାନେ ହେଲେ ଶୁଭ ସ୍ମିତା ସାହୁ ୫୬୨, ଦିବ୍ୟଜ୍ୟୋତି ମହାରଣା ୫୫୨, ସ୍ମୃତି ସୁମନ ସାହୁ ସର୍ବମୋଟ ୫୪୬ ନମ୍ବର l ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ, ଛାତ୍ରଛାତ୍ରୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଚେଷ୍ଠା ଯୋଗୁ ଏହା ସମ୍ଭବ ହୋଇ ପାରିଛି l 

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁର ! ଗ୍ରେଡ ପରେ ବୃଦ୍ଧି ଦାଵି ନେଇ ୧୩ ଦିନରେ ପହଞ୍ଚିଲା ଅମଲାଙ୍କ ଧାରଣା,ଅଭିନବ ଉପାୟ ଧାରଣା;ପୂର୍ଣେଶ୍ବର ମନ୍ଦିରରେ ଦୀପ ପ୍ରଜ୍ବଳନ 

Sunil Chandra Nayak

ଏନଟିଏ ସ୍କୋର କାର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶୁଭଶ୍ରୀ

Sunil Chandra Nayak

ଶ୍ୟାମ ଜି ପରିବାର ଜୁନାଗଡ ଦ୍ଵାରା ତୃତୀୟ ବାର୍ଷିକ ଶ୍ରୀ ଶ୍ୟାମ ମହୋତ୍ସବ ପାଳିତ

masiha

Leave a Comment

error: Content is protected !!