ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ଗ ପ୍ରସାଦ ସ୍ଥିତ ନବ ଲିମିଟେଡ କମ୍ପାନୀ ରେ ଶ୍ରମିକ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକେ ଫାଟକ ଆଗରେ ଧାରଣା

ଢେଙ୍କାନାଳ(ମ ସୀ ହା)୨୨/୦୫_ ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗପ୍ରସାଦ ସ୍ଥିତ ନଭ ଲିମିଟେଡ ପ୍ଳାଣ୍ଟରେ ରବିବାର ଅପରାହ୍ନରେ କାର୍ଯ୍ୟରତ ଶ୍ରମିକ ମାଧବ ବେହେରା କାମ କରୁଥିବା ବେଳେ ଖସି ପଡ଼ି ମୁଣ୍ଡରେ ଗଭୀର ଆଘାତ ପାଇ ମୃତ୍ୟୁ ବରଣ କରିଥିଲେ । ଆଜି ସକାଳେ କ୍ଷତିପୂରଣ ଦାବିରେ ପରିବାର ସମେତ ସ୍ଥାନୀୟ ଲୋକେ କାରଖାନା ଫାଟକ ଆଗରେ ଧାରଣା ଦେଇଛନ୍ତି । ଘଟଣା ସ୍ଥଳରେ ମୋଟଙ୍ଗା ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଲୋକେ କ୍ଷତିପୁରଣ ଦାବିରେ ମୃତକଙ୍କ ପରିବାରକୁ ଚାକିରୀ ଓ ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ନେଇ ଅଡ଼ି ବସିଛନ୍ତି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ନବରଙ୍ଗପୁର ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା

masiha

ଲାଇଫରେଚର ମିଳନ ମେହଫିଲ ‘ଇତି ଅଭିବ୍ୟକ୍ତି’ ଅନୁଷ୍ଠିତ

masiha

୨ ବସଷ୍ଟାଣ୍ଡରେ ଦୀର୍ଘ ଦିନରୁ ବନ୍ଦ ରହିଛି ଏଲଇଡି ଟିଭି।ମରାମତି ପାଇଁ ଚୁପ ରହିଛି ଏନଏସି କତ୍ତୃପକ୍ଷ୍ୟ

Sunil Chandra Nayak

Leave a Comment

error: Content is protected !!