ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦରମା ହାର ବୃଦ୍ଧି ସମେତ କିଛି ଦାବୀ ନେଇ ପଞ୍ଚାୟତ ସମିତି ଅଣ ଗେଜେଟେଡ଼ କର୍ମଚାରୀ ପ୍ରତୀକ ଧର୍ମଘଟ ରେ

ତେନ୍ତୁଳିଖୁଣ୍ଟି ୨୨/୦୫/୨୩ // ରାଜ୍ୟ ଅଣ ଗେଜେଟେଡ଼ କର୍ମଚାରୀ ସଂଘ ଆହ୍ୱାନ ରେ ଦରମାହାର ବୃଦ୍ଧି ସମେତ ଅନ୍ୟାନ୍ୟ ଦାବୀ ନେଇ ଆଜିଠୁଁ ଏକ ଜୁନ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ପ୍ରତୀକ ଧର୍ମଘଟ ଆରମ୍ଭ କରିଛନ୍ତି। ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ମୁଖ୍ୟକିରାଣୀ ସୁରେଶ ଚନ୍ଦ୍ର ନାୟକ , ସୁନୀଲ ଭତ୍ରା ,ଆକାଶ ନାୟକ, ବି ଏସ ଏସ ଓ ରବୀନ୍ଦ୍ର ସାହୁ , ଗଗନ ବିଶୋଇ ପ୍ରମୁଖ ଆନ୍ଦୋଳନ ରେ ସାମିଲ ଅଛନ୍ତି।।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଲିତ

masiha

ବ୍ରହ୍ମାକୁମାରୀ ଗୀତା ପାଠଶାଳlର ସ୍ଵନକ୍ଷତ୍ର ଦିବସ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!