ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ନୂତନ ବି ଡି ଓ ଙ୍କ ଯୋଗଦାନ  

ତେନ୍ତୁଳିଖୁଣ୍ଟି -୨୬/୦୫/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ନୂତନ ବି ଡିଓ ମନୋଜ କୁମାର ପାଣିଗ୍ରାହୀ ଯୋଗ ଦେଇଛନ୍ତି। ସେ ଏଥି ପୂର୍ବରୁ ଲାଞ୍ଜିଗଡ଼ ତହସିଲ ରେ ଆଡିସିନାଲ ତହସିଲଦାର ଥିଲେ। ତେନ୍ତୁଳିଖୁଣ୍ଟି ବିଡ଼ିଓ ଥିବା ଦୁର୍ଯ୍ୟୋଧନ ଭୋଇ ଙ୍କୁ ଡେପୁଟି କଲେକ୍ଟର ଭାବେ ନବରଙ୍ଗପୁର ବଦଳି ହୋଇଛି। ନୂତନ ବିଡ଼ିଓ ଉତ୍ତମ ପରିବେଶ ରେ ଜନସାଧାରଣ ଙ୍କ ସମସ୍ୟା ସମାଧାନ କରିବା ସହ ରାଜ୍ୟ ସରକାରଙ୍କ 5 ଟି କୁ ସୁଚାରୁରୂପେ ପାଳନ କରିବେ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁରରେ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ୪୦ତମ ଛଉନୃତ୍ଯ ପ୍ରତିଯୋଗିତା

Sunil Chandra Nayak

କାଳୀକୃଷ୍ଣ ସଂଘର ମହାବିଷ୍ଣୁ ଯଜ୍ଞର ପୂର୍ଣ୍ଣାହୁତି 

masiha

ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ଲୋକପ୍ରିୟ ଚିକିତ୍ସକ ଡାକ୍ତର ପଲଉ ପ୍ରଧାନ ଙ୍କ ପରଲୋକ

Leave a Comment

error: Content is protected !!