ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର

ଜୁନାଗଡ଼,୨୬/୫(ମ ନି ସ) ଜୁନାଗଡ ହିଞ୍ଜିଳି ବାହାଲି ଛକ ନିକଟ ରେ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ପଡିଥିଲା l ସୂଚନା ପାଇ ଜୁନାଗଡ ପୋଲିସ ଘଟଣାସ୍ଥଳ ରେ ଉପସ୍ଥିତ ହୋଇ ମୃତ ଦେହ କୁ ଉଦ୍ଧାର କରିଥିଲେ l ମୃତ ବ୍ୟକ୍ତି ଙ୍କ ବୟସ ୫୫ବର୍ଷ ହେବ ବୋଲି ଅନୁମlନ କରାଯାଉଛି l ଏହି ସଂକ୍ରାନ୍ତ ରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି l ଖବର ଲେଖା ହେବl ପର୍ଯ୍ୟନ୍ତ ମୃତ ବ୍ୟକ୍ତି ଙ୍କ ପରିଚୟ ମିଳିନଥିବl ବେଳେ ଏଥି ନେଇ ଅନୁସନ୍ଧାନ ଜାରି ରହିଥିବା ଥାନା ଅଧିକାରୀ ସତ୍ୟା ନନ୍ଦ ପାତ୍ର ପ୍ରକାଶ କରିଛନ୍ତି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ପେଞ୍ଜୋରାଣୀ ପତ୍ରିକାର ଉନ୍ମୋଚନ ଓ କବିତା ଆସର

Sunil Chandra Nayak

ବାଣପୁର ଗ୍ରସ୍ତରେ ରାଜ୍ୟ ମିଶନ ଶକ୍ତି ଉପଦ୍ୟେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର

Sunil Chandra Nayak

ଇଦ -ଉଲ -ଫିଦର ପର୍ବପାଇଁ ଚଳଚଞ୍ଚଳ ମୂଳିସିଂ ଓ ବିରିତୋଳ ପଞ୍ଚାୟତ 

Sunil Chandra Nayak

Leave a Comment

error: Content is protected !!