ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ର ପାତରେ ଶ୍ରମିକଙ୍କ ମୃତ୍ୟୁ

ପାପଡାହାଣ୍ଡି,30/5, ମନିସ –ପାପଡାହାଣ୍ଡି ବ୍ଲକ ପାଳପୁର ବାଲିଘାଟ ନିକଟରେ ମଙ୍ଗଳ ବାର ବଜ୍ରପାତରେ ଜଣେ ଶ୍ରମିକ ଙ୍କ ମୃତ୍ୟୁ ହୋଇଛି | ସେ ହେଲେ ଯାନିଗୁଡା ଗ୍ରାମର ଶୁକୃ ଯାନୀ | କିଛି ସାଥୀଙ୍କ ସହ ସେ ବାଲିଘାଟ ରେ କାମ କରିବାକୁ ଆସିଥିଲେ | କାଳ ବୈଶାଖୀ ଦେଖି ନିଜ ଘରକୁ ଫେରିବା ସମୟରେ ବଜ୍ର ପାତ ହୋଇଥିଲା | ଏଥିରେ ଶୁକୃଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସାଥିମାନେ ସାମାନ୍ୟ ଆହତ ହୋଇ ଘରେ ଥିବା ଜଣା ପଡିଛି | ଶୁକୃଙ୍କ ଶବ ପାପଡାହାଣ୍ଡି ମେଡିକାଲ ରେ ଅଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ମାନବାଧିକାର କର୍ମୀ ବୈଠକ 

ଭୂପାଳ ଚନ୍ଦ୍ର ମହାପାତ୍ର ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ପର୍ଯ୍ୟାୟ 5t ଉଦଘାଟନି ଓ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ଏଆଇସିସି ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀ ଙ୍କ ରାଉରକେଲା ଗ୍ରସ୍ତ 

Sunil Chandra Nayak

Leave a Comment

error: Content is protected !!