ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ର ପାତରେ ଶ୍ରମିକଙ୍କ ମୃତ୍ୟୁ

ପାପଡାହାଣ୍ଡି,30/5, ମନିସ –ପାପଡାହାଣ୍ଡି ବ୍ଲକ ପାଳପୁର ବାଲିଘାଟ ନିକଟରେ ମଙ୍ଗଳ ବାର ବଜ୍ରପାତରେ ଜଣେ ଶ୍ରମିକ ଙ୍କ ମୃତ୍ୟୁ ହୋଇଛି | ସେ ହେଲେ ଯାନିଗୁଡା ଗ୍ରାମର ଶୁକୃ ଯାନୀ | କିଛି ସାଥୀଙ୍କ ସହ ସେ ବାଲିଘାଟ ରେ କାମ କରିବାକୁ ଆସିଥିଲେ | କାଳ ବୈଶାଖୀ ଦେଖି ନିଜ ଘରକୁ ଫେରିବା ସମୟରେ ବଜ୍ର ପାତ ହୋଇଥିଲା | ଏଥିରେ ଶୁକୃଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସାଥିମାନେ ସାମାନ୍ୟ ଆହତ ହୋଇ ଘରେ ଥିବା ଜଣା ପଡିଛି | ଶୁକୃଙ୍କ ଶବ ପାପଡାହାଣ୍ଡି ମେଡିକାଲ ରେ ଅଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆକାଶବାଣୀ ଓ ଦୂରଦର୍ଶନ କଳାକାର ସଂଘ ର ସମାବେଶ 

masiha

ଭୁବନ ର ସତ୍ୟଜିତ ସାହୁ,ରାକେଶ ରାଉତ ଓ ଏ ଏସ ପାଇଲେ

ମାଥିଲି ବ୍ଲକ କନଫରେନ୍ସ ହୋଲ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ର ୨୧ ପ୍ରକାର ଆଦିବାସି ମାନଙ୍କର ସମାଗମ 

masiha

Leave a Comment

error: Content is protected !!