ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଂସଦ ସପ୍ତଗିରିଙ୍କ ଶହୀଦ ମିନାର ପ୍ରଦର୍ଶନ

ପାପଡାହାଣ୍ଡି,3/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ଶହୀଦ ମିନାରକୁ ଶନିବାର କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ପରିଦର୍ଶନ କରିଥିଲେ | ଶହୀଦ ମିନାର ସହ ଏହାର ପରିସର ମଧ୍ୟରେ ଥିବା ମହାମାନବଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଏହି ଅବସରରେ ବ୍ଲକ କଂଗ୍ରସ ଟିମ ତରଫରୁ ଉଲ୍ଲାକାକୁ ସ୍ୱାଗତ କରାଯାଇଥିଲା | ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଅଧକ୍ଷତାରେ ଜିଲ୍ଲା କଂଗ୍ରେସ ସଭାପତି ମନରଞ୍ଜନ ତ୍ରିପାଠୀ, କାର୍ଯ୍ୟକାରି ସଭାପତି ବିକାଶ ରାଓ, ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ, ରାଜ କିଶୋର ରାଓ, ଶେଖ ଆକବର ହୁସେନ, ଶେଖ ଅଜୀର ହୁସେନ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ | ଏହି ଅବସରରେ ଉଲ୍ଲାକା କର୍ମୀ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୁଳର ସଟ୍ ସର୍କିଟ ରୁ ବନ୍ଧାଗାଁର ରୋହିତ ବେହେରାଙ୍କ ଘରେ ଅଗ୍ନି କାଣ୍ଡ,ଅଳ୍ପେକ ବର୍ତିଲେ ଛୋଟ ଶିଶୁ

Sunil Chandra Nayak

ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଜାତୀୟ ସେବା ଯୋଜନା ଦ୍ୱାରା ଅଭିମୁଖୀ କରଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!