ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ କାଶୀନାଥ ଦାଶଙ୍କ ଦେହାନ୍ତ 

ସାମ୍ବାଦିକ କାଶୀନାଥ ଦାଶଙ୍କ ଦେହାନ୍ତ 

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁରାଟ ଗାଁର ସାମ୍ବାଦିକ କାଶୀନାଥ ଦାଶଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହେଉଥିଲା। ସେ ଦୀର୍ଘଦିନ ଧରି ଲିଭର୍ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁଶଜ୍ୟା ସମୟରେ ପୁଅ ଅନୁରାଗ, ବଡ଼ଭାଇ ସୋମନାଥ ଦାଶ, ବଡ଼ ଭାଇ ପୁଅ ରାଜ କିଶୋର, ଝିଅ ଖୁସୀ, ସ୍ତ୍ରୀ ସୁନୀତା ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ବର୍ଗତ ଦାଶ ୨୦୧୫ରୁ ସାମ୍ବାଦିକତା କରି ନ୍ୟୁଜ ଗ୍ୟାଲେରୀ, ପ୍ରଜାବାର୍ତ୍ତା, ସୁଶାସନ ଭଳି ପତ୍ରିକାରେ କାର୍ଯ୍ୟ କରିଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଧାମରା ସଂଘରେ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜୟନ୍ତୀ ପାଳନ

Sunil Chandra Nayak

ଚାଷୀ ଭୁଲି ଗଲେଣି ଅଫିସ ଠିକଣା, କ୍ଷୁଦ୍ର ଜଳସେଚନ ବିଭାଗ ଅଫିସରେ ତାଲା ଝୁଲୁଛି

ସ୍ୱାଭିମାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!